ପିପିଲି ଉପ-ନିର୍ବାଚନ: ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା, ବିଜ୍ଞପ୍ତି ପ୍ରକାଶ କଲା ରାଜସ୍ୱ ବିଭାଗ

Published By : Prameya-News7 Bureau | September 28, 2021 IST

ପିପିଲି, ୨୮/୦୯: ପିପିଲି ଉପନିର୍ବାଚନ ପାଇଁ କାଲିଠାରୁ ପ୍ରଚାର ସରିଛି । ଆସନ୍ତା ୩୦ ତାରିଖ ଅର୍ଥାତ ଗୁରୁବାର ଦିନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପିପିଲିରେ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ଛୁଟି ଦିଆଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ସମେତ କୋର୍ଟର କର୍ମଚାରୀ ମଧ୍ୟ ଏହି ଦିନ ଛୁଟି ପାଇବେ । ଏନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.