Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଆସନ୍ତା ୨ ତାରିଖରେ ରେଭେନ୍ସାର ଶିକ୍ଷା ବିଭାଗ ୭୫ ବର୍ଷ ପୂର୍ତ୍ତି ପାଳନ

31/07/2018 at 5:04 PM

ରେଭେନ୍ସାର ଶିକ୍ଷା ବିଭାଗ ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ଆସନ୍ତା ୨ ତାରିଖରୁ ଦୁଇ ଦିନ ଧରି ରେଭେନ୍ସା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ହୀରକ ଜୟନ୍ତୀ ପାଳନ କରିବ । ରାଜ୍ୟପାଳ ଗଣେଶୀ ଲାଲ୍ ଏହି ହୀରକ ଜୟନ୍ତୀ ସମାରୋହର ଶୁଭାରମ୍ଭ କରିବେ । ଏହି ଅବସରରେ ବିଭାଗ ପକ୍ଷରୁ ଏକ ଜାତୀୟ ସେମିନାରର ଆୟୋଜନ କରାଯାଇଛି । ରାଜ୍ୟ ଓ ରାଜ୍ୟ ବାହାରର ବହୁ ବୁଦ୍ଧିଜୀବୀ ଏହି ସେମିନାରରେ ନିଜର ସନ୍ଦର୍ଭ ପାଠ କରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି

   Related Posts