Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଦିନକ ପରେ ‘କଳିଙ୍ଗ ବାଲିଯାତ୍ରା’ : ‘ବୁଲ୍‌ବୁଲ୍’ ବାତ୍ୟା କରିଦେଲା ଛାରଖାର, ଯୁଦ୍ଧକାଳୀନ ପ୍ରସ୍ତୁତି ଚଳାଇଛି ପ୍ରଶାସନ

10/11/2019 at 6:18 PM

ପାରାଦୀପ ୧୦।୧୧: ଆଉ ମାତ୍ର ଗୋଟିଏ ଦିନପରେ ପାରାଦୀପ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାପକ ପ୍ରସ୍ତୁତି, ହେଲେ ‘ବୁଲବୁଲ’ ବାତ୍ୟାରେ ସବୁ ଭାଙ୍ଗି ପଡିଛି । ପ୍ରଶାସନ ପକ୍ଷରୁ ଚାଲିଛି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି । 

କାଲିଠାରୁ ଆରମ୍ଭ ହେବ ପାରାଦୀପ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ହେଲେ ବୁଲବୁଲ ବାତ୍ୟାରେ ଟେଣ୍ଟଠାରୁ ଆରମ୍ଭ କରି ଷ୍ଟଲମାନ ସବୁ ଭାଙ୍ଗିଦେଇଛି । ବାଲିଯାତ୍ରାକୁ ମାତ୍ର ଆଉ ଗୋଟିଏ ଦିନ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଚାଲିଛି ଯୋରଦାର ପ୍ରସ୍ତୁତି । କଳିଙ୍ଗ ବାଲିଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଫୁଲ ଦମ୍ ରେ ଚାଲିଛି କାମ ।  

୧୧ରୁ ଆରମ୍ଭ ହୋଇ ୧୮ ଯାଏଁ ଚାଲିବ ବାଲିଯାତ୍ରା । ବ୍ୟବସାୟୀଙ୍କୁ ଦୃଷ୍ଟିରେ ରଖି ବ୍ୟବସାୟୀ ଷ୍ଟଲ ବୃଦ୍ଧି କରାଯାଇଛି । ଜନସାଧାରଣ ମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ସହ ଅଗ୍ନିଶମ ବାହିନୀ ଦ୍ବାରା ପଡିଆରେ ଜମି ରହିଥିବା ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇଛି ।

   Related Posts