Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରତିକ୍ରିୟା: ଆସନ୍ତା ୭/୮ ଘଣ୍ଟା ବେଶି ଗୁରୁତ୍ବପୂର୍ଣ୍ଣ

20/05/2020 at 10:10 AM

ଭୁବନେଶ୍ବର୨୦/୫: ଆସନ୍ତା ୭/୮ ଘଣ୍ଟା ବେଶି ଗୁରୁତ୍ବପୂର୍ଣ୍ଣ। ବାତ୍ୟା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ପବନର ବେଗ ବଢିବ। ବର୍ତ୍ତମାନ ପାରାଦ୍ବୀପରେ ଘଣ୍ଟା ପ୍ରତି ପବନର ବେଗ ରହିଛି ୧୦୨ କିମି। ଚାନ୍ଦବାଲିରେ ୭୪ କିମି ଏବଂ ଭୁବନେଶ୍ବରରେ ୫୬ କିମି ବେଗରେ ପବନ ବହୁଛି। ବିଭିନ୍ନ ଜାଗାରେ ଗଛ ପଡିଛି। ଢ଼ିଙ୍କିଆରେ କିଛି ପାନ ବରଜ ଭାଙ୍ଗିଛି। ଜଗତସିଂହପୁର ଦେଇ ଆଗାମୀ ଦୁଇ ଘଣ୍ଟା ଭିତରେ ବାତ୍ୟା ଅତିକ୍ରମ କରିବ। ବାଲେଶ୍ବର ତଲସରିରେ ଅପରାହ୍ନ ୪ ଟା ରୁ ୫ଟା ଭିତରେ ଓଡିଶା ଉପକୂଳ ଅତିକ୍ରମ କରିବ ବାତ୍ୟା। ଏର୍ସମା, ପାରାଦ୍ୱୀପ, ମହାକାଳପଡ଼ା, ଚାନ୍ଦବାଲି, ଭୋଗରାଇ, ବାଲିଆପାଳ, ଭଦ୍ରକ ତିହିଡିରେ ବାତ୍ୟାର ଅଧିକ ପ୍ରଭାବ ପଡିବ। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

   Related Posts