Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଜୀବନ- ଜୀବିକା ଉପରେ ଲକ୍‌ଡାଉନ୍‌ର ଶକ୍ତ ପ୍ରହାର‌: ଖୋଦ୍ ରାଜଧାନୀର ବସ୍ତି ବାସିନ୍ଦା ଭୋକ ଉପାସରେ କାଟୁଛନ୍ତି ଦିନ

28/04/2020 at 4:45 PM

ଭୁବନେଶ୍ବର୨୮/୪:  ଲକ୍‌ଡାଉନ୍‌ରେ ସାରା ରାଜ୍ୟ ଅସ୍ତବ୍ୟସ୍ତ। କେବଳ ସେତିକି ନୁହେଁ ରାସ୍ତାଘାଟ ଶୂନଶାନ ସହ ଯାନ- ବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବିଶେଷ କରି ଦିନ ମଜୁରିଆ ତଥା ଗରିବ ଖଟିଖିଆଙ୍କ ଜୀବନ ଓ ଜୀବିକା ଉପରେ ଲକ୍‌ଡାଉନ୍‌ ପ୍ରଭାବ ପକାଇଛି।  ବିଭିନ୍ନ ସ୍ଥାନରେ ଲୋକେ ଭୋକ ଉପସାରେ ଦିନ କାଟୁଛନ୍ତି । ସେହିପରି ଭୁବନେଶ୍ବର ବାଣୀବିହାର ନିକଟରେ ଥିବା ଆଖଣ୍ଡଳମଣି ବସ୍ତିରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଲକଡାଉନ୍‌ ଯୋଗୁଁ ବସ୍ତିବାସିନ୍ଦା ଭୋକ ଉପସାରେ ଦିନ କାଟୁଛନ୍ତି । ଖବର ପାଇ ନ୍ୟୁଜ ୭ ଟିମ୍‌ ସେଠାରେ ପହଞ୍ଚି  ସ୍ଥିତି ପରଖିବା ସ୍ବେଚ୍ଛାସେବୀ ସଙ୍ଗଠନ ନଜରକୁ ଆଣିଥିଲା । ପରେ ସ୍ବେଚ୍ଛାସେବୀ ସଙ୍ଗଠନ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବସ୍ତିରେ ଶୁଖିଲା ଖାଦ୍ୟ ସହ ସାନିଟାଇଜ୍ ପାଇଁ ମାସ୍କ ଓ ସାବୁନ ମଧ୍ୟ ବଣ୍ଟା ଯାଇଛି ।

   Related Posts