ଆଇଏଏସ୍‌ ସ୍ତରରେ ଅଦଳବଦଳ, ଓଏଫ୍‌ଡିସିର ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର

Published By : Prameya-News7 Bureau | October 16, 2021 IST

ଭୁବନେଶ୍ୱର, ୧୬/୧୦: ଭାରତୀୟ ପ୍ରଶାସନିକ ଅଧିକାରୀ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇଏଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ତାଙ୍କୁ ଓଏଫ୍‌ଡିସିର ଅଧ୍ୟକ୍ଷ କରାଯାଇଛି । ସେହିପରି ଆଇଏଏସ୍‌ ଅଧିକାରୀ ପରାଗ ଗୁପ୍ତାଙ୍କୁ ଅତିରିକ୍ତ ଶାସନ ସଚିବ ଭାବେ ସରକାର ଦାୟିତ୍ୱ ଦେଇଥିବା ବେଳେ ଆଇଏଏସ୍‌ ବିଜୟ ଆରୋରାଙ୍କୁ ଓଏସ୍‌ଡି ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟ ଦାୟିତ୍ୱ ମିଳିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.