Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ରାଜ୍ୟ ପୋଲିସ ବିଭାଗର ସବ୍ ଇନସ୍ପେକ୍ଟର ସ୍ତରରେ ବଡ ଧରଣର ଅଦଳବଦଳ : ଜାଣନ୍ତୁ କିଏ ଗଲେ କେଉଁଠିକୁ

17/12/2018 at 2:16 PM

ଭୁବନେଶ୍ବର ୧୭|୧୨: ରାଜ୍ୟ ପୋଲିସ ବିଭାଗରସବ୍‌ ଇନସ୍ପେକ୍ଟର ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ୧୪୮ ଜଣ ସବ୍‌ ଇନ୍‌ସ୍ପେକ୍ଟରଙ୍କୁ ବଦଳି କଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ରାଜ୍ୟରେ ୪୦ ପ୍ରତିଶତ ସବ୍‌ ଇନ୍‌ସ୍ପେକ୍ଟର ପଦବୀ ଏବେବି ଖାଲି ପଡିଛି ।

   Related Posts