Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

କଂଗ୍ରେସର ପ୍ରାର୍ଥୀ ତାଲିକା ନେଇ ଅସନ୍ତୋଷ ; ଝାରସୁଗୁଡା କଂଗ୍ରେସ କାର୍ଯ୍ୟାଳୟରେ ତାଲା, ନୀଳଗିରିରେ କର୍ମୀ ହାତାହାତି

23/03/2019 at 2:23 PM

ଝାରସୁଗୁଡା|ନୀଳଗିରି ୨୩|୩ : କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦେଖାଦଇଛି ଅସନ୍ତୋଷ । ଦଳରେ ଟିକେଟକୁ ନେଇ ଦେଖାଦେଇଛି ବିବାଦ । ଝାରସୁଗୁଡ଼ା ବିଧାନସଭା ନିର୍ବଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ମହେନ୍ଦ୍ର ନାୟକଙ୍କୁ ଟିକେଟ ମିଳିବା ପରେ ଦେଖାଦେଇଛି ଅସନ୍ତୋଷ । ବୀରେନ୍ଦ୍ର ପାଣ୍ଡେଙ୍କ ସମର୍ଥକମାନେ ଝାରସୁଗୁଡ଼ା କଂଗ୍ରେସ ଅଫିସରେ ତାଲା ପକାଇଛନ୍ତି । ଏହା ସହିତ ମହେନ୍ଦ୍ରଙ୍କୁ ଟିକେଟ ମିଳିବାକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ ।

ଝାରସୁଗୁଡ଼ାରେ କଂଗ୍ରେସ ପାର୍ଟି ଅଫିସରେ ତାଲା ପଡିଥିବାବେଳେ ନୀଳଗିରିରେ କିନ୍ତୁ ଟିକେଟ ବଣ୍ଟାକୁ ନେଇ ହାତାହାତି ହୋଇଛନ୍ତି କଂଗ୍ରେସ କର୍ମୀ। ନୀଳଗିରିରେ ମନୋଜା ମଞ୍ଜରୀ ଦେବୀଙ୍କୁ କଂଗ୍ରେସର ଟିକେଟ ଦେବା ପ୍ରତିବାଦରେ ନୀଳଗିରି କଂଗ୍ରେସ ବୈଠକରେ ଲଙ୍କାକାଣ୍ଡ ହୋଇଛି । ମନୋଜାଙ୍କ ସପକ୍ଷ ଓ ବିପକ୍ଷ ମଧ୍ୟରେ ପାଟିତୁଣ୍ଡ, ଠେଲାଠେଲି ହୋଇଛି ।

   Related Posts