ନାଳରେ ନିଖୋଜ ଯୁବକଙ୍କ ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | June 09, 2018 IST

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ବର୍ଜ୍ୟ ନାଳରେ ଫସି ରହିଥିବା ୫ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି | ଉଦିତନଗର ଥାନା ପୋଲିସ,ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.