Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

କେବେ ହେବେ ଉଦ୍ଧାର ? : MUDDA

2/06/2018 at 1:49 PM

ଜୟପୁର ପଥର କ୍ୱାରୀରେ ୨ ଜଣ ଫସିଥିବା ଘଟଣାରେ ୩ ଦିନ ପରେ ହୋଇପାରିଲାଣି ଉଦ୍ଧାର | ୨ ଅପରେଟର ସଞ୍ଜୟ ଦାସ ଓ ଘନଶ୍ୟାମ ଗୁରୁ | ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଏନଡିଆରଏଫ ଟିମ | ଜିଲ୍ଲା ପ୍ରଶାସନର ମନ୍ଥରତା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ |

Leave a Reply

   Related Posts