Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

୫ଦିନ ହେଲା ପଥରଗଦାରେ ଫସି ରହିଛନ୍ତି ଶ୍ରମିକ ; ହାତ ଟେକି ଦେଇଛନ୍ତି ଓଡ୍ରାଫ ଓ ଏନଡିଆରଏଫ ଟିମ

4/06/2018 at 10:32 AM

୫ଦିନ ହେଲା ପଥରଗଦାରେ ଫସି ରହିଛନ୍ତି ୨ ଶ୍ରମିକ
ଉଦ୍ଧାର କାର୍ଯ୍ୟ ବର୍ତମାନ ସୁଦ୍ଧା ଜାରି ରହିଥିଲେ ମଧ୍ୟ ସେମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ
ହାତ ଟେକି ଦେଇଛନ୍ତି ଓଡ୍ରାଫ ଓ ଏନଡିଆରଏଫ ଟିମ

Leave a Reply

   Related Posts