୫ଦିନ ହେଲା ପଥରଗଦାରେ ଫସି ରହିଛନ୍ତି ଶ୍ରମିକ ; ହାତ ଟେକି ଦେଇଛନ୍ତି ଓଡ୍ରାଫ ଓ ଏନଡିଆରଏଫ ଟିମ

Published By : Prameya-News7 Bureau | June 04, 2018 IST

୫ଦିନ ହେଲା ପଥରଗଦାରେ ଫସି ରହିଛନ୍ତି ୨ ଶ୍ରମିକ ଉଦ୍ଧାର କାର୍ଯ୍ୟ ବର୍ତମାନ ସୁଦ୍ଧା ଜାରି ରହିଥିଲେ ମଧ୍ୟ ସେମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ ହାତ ଟେକି ଦେଇଛନ୍ତି ଓଡ୍ରାଫ ଓ ଏନଡିଆରଏଫ ଟିମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.