ଏଯାଏଁ ଠାବ ହେଇପାରିଲେନି ୨ ଜେସିବି ଅପରେଟର
10/06/2018 at 7:03 AM

୧୦ ଦିନ ବିତିଗଲାଣି ହେଲେ ଏବେ ଯାଏଁ ଉଦ୍ଧାର ହେଇପାରିଲେନି ଜୟପୁର ରାଣୀଗୁଡା ଗୁମ୍ମା ପଥର କ୍ୱାରୀରେ ଫସି ରହିଥିବା ୨ ଜେସିବି ଅପରେଟର | ସେନା ତାର ଉଦ୍ଧାର କାର୍ଯ୍ୟ ଜାରି ରଖିଛି | ଏବେ ସୁଦ୍ଧା ୭ଟି କଣ୍ଟ୍ରୋଲ ବ୍ଳଷ୍ଟିଙ୍ଗ ହୋଇସାରିଛି |