ନ୍ୟୁଜ୍7ର ପ୍ରଭାବ : ଜଗତସିଂହପୁର ୪ର୍ଥ ଶ୍ରେଣୀ ଛାତ୍ରୀ ଭିକ ନ ମାଗିବା ପାଇଁ ବୁଝାଇଲେ ଶିଶୁ ସୁରକ୍ଷା କର୍ମକର୍ତ୍ତା
16/09/2018 at 2:01 AM

ଜଗତସିଂହପୁର ୧୫/୦୯ : ଜଗତସିଂହପୁର ନାରଦିଆ ଗାଁରେ ୪ର୍ଥ ଶ୍ରେଣୀ ଛାତ୍ରୀ ଭିକ ନ ମାଗିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଝାଇଲେ ଶିଶୁ ସୁରକ୍ଷା କର୍ମକର୍ତ୍ତା । ଝିଅକୁ ଭିକ ନମଗାଇ ସ୍କୁଲ ପଠାଇବାକୁ ମା’କୁ ଦେଲେ ପରାମର୍ଶ । ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ବିଚାର କରାଯାଇଛି ।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021