Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇଟି ବୁଥ୍‌ରେ ସାନି ମତଦାନ ନେଇ ନିର୍ବାଚନ କମିଶନଙ୍କୁ ସୁପାରିଶ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର ୨୩|୪: ଦେବଗଡ ଓ କଟକ ଜିଲ୍ଲାର ଦୁଇଟି ବୁଥ୍ ରେ ମତଦାନ ସ୍ଥଗିତ ହୋଇଛି । ଦେବଗଡ ଜିଲ୍ଲା ରିଆମାଳ ବ୍ଲକ୍ ଆଡସ ପଞ୍ଚାୟତର ୧୮୩ ନଂ ବୁଥ୍ ରେ ମତଦାନ ସ୍ଥଗିତ ହୋଇଛି । କଟକ ଜିଲ୍ଲା ବଡମ୍ବାର ୧୯୬ ନଂ ବୁଥ୍ ରେ ମତଦାନ ମଧ୍ୟ ସ୍ଥଗିତ ହୋଇଛି । ଇଭିଏମି ଓ ଭିଭିପାଟ୍ ମେସିନ୍ ସଂଯୋଗରେ ତ୍ରୁଟି ଯୋଗୁଁ ଦୁଇଟି ବୁଥ୍ ରେ ମତଦାନ ସ୍ଥଗିତ । ସାନି ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

235 Views

   ସମ୍ବନ୍ଧିତ ଖବର