Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ପ୍ରଥମ ଥର ପାଇଁ ବଢ଼ିଲା ସୁଧ ହାର

6/06/2018 at 11:36 AM

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ପରେ ଆଜି ରେପୋ ରେଟରେ ବୃଦ୍ଧି ଘୋଷଣା କରିଛନ୍ତି। ରେପୋ ରେଟରେ ୨୫ ବେସିସ ପଏଣ୍ଟ ବୃଦ୍ଧି କରିଛି RBI । RBI ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ନେତୃତ୍ବରେ ୬ ଜଣିଆ ମୁଦ୍ରୀ ନୀତି କମିଟିର ସଦସ୍ୟଙ୍କ ସୁପାରିସ ଅନୁଯାୟୀ ରେପୋ ରେଟରେ ୨୫ ବେସିସ ପଏଣ୍ଟ ବୃଦ୍ଧି କରିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ପରେ ରେପୋ ରେଟକୁ ୬ ପ୍ରତିଶତରୁ ୬.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ରେପୋ ରେଟରେ ବୃଦ୍ଧି ଯୋଗୁ ଏଣିକ ବ୍ୟାଙ୍କରୁ ଋଣ ନେବା ମହଙ୍ଗା ପଡିବ। ଏଥିସହିତ ଇଏମଆଇରେ ସୁଧ ଦର ମଧ୍ୟ ବଢିବ। ରେପୋ ରେଟ ହେଉଛି ସେହି ଦର ଯେଉଁ ଦରରେ ଆରବିଆଇ ବ୍ୟାଙ୍କଗୁଡିକୁ ସ୍ବଳ୍ପ ମିଆଦୀ ଋଣ ଦେଇଥାନ୍ତି। ଏଥିସହିତ ଆରବିଆଇ ରିଭର୍ସ ରେପୋ ରେଟରେ ୬ ପ୍ରତିଶତ ବୃଦ୍ଧ କରିଛନ୍ତି। ରିଭର୍ସ ରେପୋ ରେଟ ହେଉଛି ସେହି ଦର ଯେଉଁ ଦରରେ RBI ବାଣିଜ୍ୟିକ ବ୍ୟାଙ୍କରୁ ଋଣ ଆଣିଥାନ୍ତି। ଶେଷ ଥର ପାଇଁ ୨୦୧୪ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ ୮ ପ୍ରତିଶତ ବୃଦ୍ଧି କରିଥିଲେ। ସେବେଠାରୁ ଆରବିଆ ରେପୋ ରେଟ ହ୍ରାସ କରିଛନ୍ତି କିମ୍ବା ଅପରିବର୍ତ୍ତିତ ରଖିଛନ୍ତି।

Leave a Reply

   Related Posts