ରେମୁଣା ବିଧାୟକଙ୍କୁ କରୋନା
14/07/2020 at 4:36 PM

ରେମୁଣା୧୪/୭: ବାଲେଶ୍ବର ରେମୁଣା ବିଧାୟକ କରୋନା ପଜିଟିଭ୍ ଚିହ୍ନଟ। ମିଳିଥିବା ସୂଚନା ମୁତାବକ, ସେ ୭ ଦିନ ହୋମ୍ କ୍ବାରେଣ୍ଟାଇନ୍ରେ ଥିଲେ। ମଙ୍ଗଳବାର ସ୍ବାବ୍ ଟେଷ୍ଟ୍ ହେବା ତାଙ୍କର କରୋନା ପଜିଟିଭ୍ ବାହାରିଛି। ଏହା ପୂର୍ବରୁ ନୀଳଗିରି ବିଧାୟକଙ୍କର ମଧ୍ୟ କରୋନା ପଜିଟିଭ୍ ବାହାରିଥିଲା। କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ସେହିପରି ସାଲେପୁର ବିଧାୟକଙ୍କର ମଧ୍ୟ କରୋନା ପଜିଟିଭ୍ ବାହାରିଥିଲା। ସେ ମଧ୍ୟ ବର୍ତ୍ତମାନ ସୁସ୍ଥ ଅଛନ୍ତି। ସେମାନଙ୍କ ପରେ ଏବେ ରେମୁଣା ବିଧାୟକଙ୍କ ପାଳି ପଡିଛି।
Related Posts
ଛାତ୍ରୀଙ୍କୁ ଟଣା-ଓଟରା କରୁଥିଲେ, ନିସ୍ତୁକ ପିଟିଲେ ଝିଅଘର ଲୋକ
16 April 2021