Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ରିଲାୟନ୍ସ ଜିଓର ଘୋଷଣା, ଏବେ ଏଟିଏମରୁ କରି ପାରିବେ ଫୋନ ରିଚାର୍ଜ

30/03/2020 at 10:08 PM

ମୁମ୍ବାଇ ୩୦।୦୩:  ରିଲାୟନ୍ସ ଜିଓ ଘୋଷଣା କରିଛି ଯେ, ଏବେ ୟୁଜର୍ସ ଏଟିଏମରୁ ମୋବାଇଲ ରିଚାର୍ଜ କରି ପାରିବେ। କମ୍ପାନୀ କହିଛି ଜିଓ ସିମ୍ ୟୁଜର୍ସ ନିଜର ନିକଟସ୍ଥ ଏଟିଏମରେ ଫୋନ୍ ରିଚାର୍ଜ କରି ପାରିବେ।

ରିଲାୟନ୍ସ ଜିଓ ସର୍ଭିସ୍ ପାଇଁ ମୋଟ୍ ୯ ବ୍ୟାଙ୍କସ ସହିତ ରାଜିନାମା କରିଛି। ଏଥିରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ସାମିଲ। ଉଲ୍ଲେଖଯୋଗ୍ୟ, ସମଗ୍ର ଦେଶରେ ଏସବିଆଇର ଏଟିଏମ ସର୍ବାଧିକ ରହିଛି। ମାଇକ୍ରୋ ବ୍ଲଙ୍ଗିଗ୍ ଓ୍ଵେବସାଇଟ୍‌ ଟୁଇଟରେ  କମ୍ପାନୀ କହିଛି ଯେ, ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଏମିତି ବ୍ୟବସ୍ଥା କରାଯାଇଛି।

ସଂପ୍ରତି କରୋନା ଭାଇରସ୍‌ ଉପରେ ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଛି। ଏଥିରେ କମ୍ପାନୀକୁ ଲାଗୁଛି ଯେ, କିଛି ଗ୍ରାହକ ଲକ୍‌ଡାଉନ୍‌ କାରଣରୁ ମୋବାଇଲ୍ ରିଚାର୍ଜ କରି ପାରୁ ନାହାନ୍ତି।

ଏମିତି କରିବେ ଏଟିଏମରେ ରିଚାର୍ଜ

ନିଜର ନିକଟସ୍ଥ ଏଟିଏମ କିମ୍ବା କୌଣସି ବି ଏଟିଏମ ଯାଆନ୍ତୁ

ନିଜର କାର୍ଡ ସ୍ଵାଇପ୍ କରନ୍ତୁ, ଏଠାରେ ଆପଣଙ୍କୁ ରିଚାର୍ଜ କରିବାର ବିକଳ୍ପ ରହିବ।

ରିଚାର୍ଜ ବିକଳ୍ପ ଚୟନ କରିବା ପରେ ନିଜର ଜିଓ ନମ୍ବର ଏଣ୍ଟର କରାନ୍ତୁ।

କାର୍ଡ ଏକ୍ସେସ୍ ପାଇଁ ୪ ଅଙ୍କ ବିଶିଷ୍ଟ ପିନ୍ ଏଣ୍ଟର କରନ୍ତୁ।

ଏବେ ଆପଣଙ୍କୁ ଯେତେ ଟଙ୍କା ରିଚାର୍ଜ କରିବାର ଅଛି ତାହା ଦିଅନ୍ତୁ।

ସ୍କ୍ରିନ ଉପରେ ରିଚାର୍ଜର କନଫରମେସନ ମେସେଜ୍ ଦେଖାଯିବ। ଟଙ୍କା ସିଧାସଳଖ ଆପଣଙ୍କ ଆକାଉଣ୍ଟରୁ କଟିଯିବ।

   Related Posts