Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଡ୍ରଗ୍ସକୁ ନେଇ ରିୟାଙ୍କ ଟ୍ବିଟ୍‌କୁ ଖୋଜି ବାହାର କଲେ ଲୋକେ, ଏବେ ଚର୍ଚ୍ଚାରେ ୧୧ ବର୍ଷ ତଳର ଟ୍ବିଟ୍‌

10/09/2020 at 7:06 PM

ନୂଆଦିଲ୍ଲୀ ୧୦/୦୯: ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀଙ୍କୁ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ସେ ଭିତରେ ଅଛନ୍ତି କିନ୍ତୁ ବାହାରେ ତାଙ୍କୁ ନେଇ ଚର୍ଚ୍ଚା ଜୋର । କିଛି ଲୋକ ରିୟାଙ୍କ ସମର୍ଥନରେ ତ କିଛି ଲୋକ ରିୟାଙ୍କ ବିରୋଧରେ କହୁଛନ୍ତି ।

 ଏହି ସମୟରେ ରିୟାଙ୍କ ଏକ ପୂରୁଣା ଟ୍ବିଟ୍‌ ଭାଇରାଲ୍‌ ହେଉଛି । ଏହି ଟ୍ବିଟ୍‌ରେ ରିୟା ଡ୍ରଗ୍ସ ମାମଲାରେ ଗିରଫ ଜଣେ ଯୁବତୀଙ୍କ ସମ୍ପର୍କରେ ଲେଖିଛନ୍ତି । ଟ୍ବିଟ୍‌ରେ ରିୟା ଲେଖିଛନ୍ତି, ‘ଏବେ ଜଣେ ଭାରତୀୟ ଯୁବତୀଙ୍କ ଭୟଙ୍କର କାହାଣୀ ଶୁଣିଲି । ଡ୍ରଗ୍‌ ଟ୍ରାଫିକିଂ ମାମଲାରେ ସାଢ଼େ ୪ ବର୍ଷ ଜେଲରେ ବିତାଇଲେ।’

୨୦୦୯ରେ ରିୟାଙ୍କ ଦ୍ବାରା କରାଯାଇଥିବା ଏହି ଟ୍ବିଟ୍‌ ଦେଶବ୍ୟାପୀ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ହସି ହସି ଯଦି ଅସୁବିଧାର ଦିନ କଟିଯାଏ ତେବେ ଜୀବନ ଜିଇଁ ବାକୁ ଆଉ କଣ ଦରକାର। ଏହି ଲାଇନ୍ର ଅର୍ଥ ବୁଝିବା ଲୋକେ ଠିକ୍ ବୁଝିପାରୁଥିବେ ।

   Related Posts