Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ପୂରଣ ହେବ ବହୁ ଦିନର ଦାବି – ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ୧୦୦କୁ ବୃଦ୍ଧି ହେବ

17/10/2019 at 5:45 PM

କଳାହାଣ୍ଡି – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟର ଜେନେରାଲ ଓ୍ବାର୍ଡରେ ଶଯ୍ୟା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । । ଏଥି ସହ ଜିଲ୍ଲାକୁ ୩ଟି ଅଧିକ ଆମ୍ବୁଲାନ୍ସ ସହ ୨ଟି ମହାପ୍ରୟାଣ ଗାଡି ଯେ।ଗାଇ ଦିଆଯାଇଛି ।

ଏହା ଜିଲ୍ଲାବାସୀଙ୍କର ବହୁ ଦିନର ଦାବି ଥିଲା । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ୧୦୦ ଶଯ୍ୟା ବୃଦ୍ଧିକୁ ଅନୁମେ।ଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହ ନୂତନ ହସ୍ପିଟାଲ କୋଠା, ତିନିଟି ଆମ୍ବୁଲାନ୍ସ ଓ ଦୁଇଟି ମହାପ୍ରୟାଣ ଗାଡି ଯେ।ଗାଇ ଦିଆଯାଇଛି । ଖାଲି ସେତିକି ନୁହେଁ ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା, ରୋଗୀଙ୍କ ସହଯୋଗୀଙ୍କ ପାଇଁ ରେଷ୍ଟ ସେଡ, ରକ୍ତ ଭଣ୍ଡାରକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘେ।ଷଣା କରିଛନ୍ତି । ୫ଟି ସଚିବ କଳାହାଣ୍ଡି ଗସ୍ତ କରି ଜିଲ୍ଲାବାସୀଙ୍କୁ ଏହି ଉପହାର ଦେଇଛନ୍ତି ।

ଜିଲ୍ଲାରେ ୩୪୦ ଡାକ୍ତର ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୧୪ ଜଣ ଡାକ୍ତର । କେବଳ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ୭୬ ଟି ପଦବୀରୁ ୨୪ଟି ପୁରଣ ହେ।ଇଛି । ସେହି ପରି ଗ୍ରାମାଞ୍ଚଳରେ ୨୬୪ ଡାକ୍ତଙ୍କ ବଦଳରେ ନିଯୁକ୍ତି ପାଇଛନ୍ତି ମାତ୍ର ୯୦ଜଣ ଡାକ୍ତର । ଖୁବ୍ ଶୀଘ୍ର ଜିଲ୍ଲାରେ ଖାଲି ପଡିଥିବା ଡାକ୍ତର ପଦବି ପୁରଣ କରିବେ ବେ।ଲି ଆଶା କରୁଛନ୍ତି ଜିଲ୍ଲାବାସୀ ।

୫ଟି ସଚିବଙ୍କ ବୈଠକ ପରେ ଜିଲ୍ଲାର ଖୁସିର ଲହରୀ ଖେଳିଯାଇଛି । କିନ୍ତୁ କେତଶୀଘ୍ର ଡାକ୍ତର ଅଭାବ ପୁରଣ ହେଉଛି ତା ଉପରେ ରହିଛି ଜିଲ୍ଲାବାସୀଙ୍କ ନଜର ।

   Related Posts