ପ୍ଲାଷ୍ଟିକ ବୋତଲ ଦେଇ ୧୦ଟଙ୍କାର ମୋବାଇଲ ରିଚାର୍ଜ

Published By : Prameya-News7 Bureau | August 22, 2018 IST

ପ୍ଲାଷ୍ଟିକ ବୋତଲ ଦିଅ, ୧୦ଟଙ୍କାର ମୋବାଇଲ ରିଚାର୍ଜ ନିଅ । ଏମିତି ନିଆରା ପ୍ରୟାସ ଦେଖିବାକୁ ମିଳିଛି ଭୁବନେଶ୍ବର ରେଳଷ୍ଟେସନରେ । ଷ୍ଟେସନଗୁଡ଼ିକୁ ପ୍ଲାଷ୍ଟିକ ବୋତଲ ଅଳିଆରୁ ମୁକ୍ତ କରିବାକୁ ଏଭଳି ପଦକ୍ଷେପ ନେଇଛି ରେଳ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.