Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଘଡି ଦୋକାନର ସବୁ ଘଡିରେ ୧୦:୧୦ ଟାଇମ୍ ଥାଏ , ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

20/12/2018 at 8:49 AM

ଆଜିର ଏହି ଧାଁ ଦୌଡ ଜୀବନରେ ସମସ୍ତଙ୍କ ପାଖରେ ସମୟର ଘୋର ଅଭାବ। କିନ୍ତୁ ଏହି ବ୍ୟସ୍ତତାରେ ମଧ୍ୟ ସବୁ ଜିନିଷ ପାଇଁ ସମୟ କାଢିବାକୁ ପଡିଥାଏ।  ଦୋକାନ ବଜାର ଗଲେ ସାଧାରଣତଃ ଲୋକମାନେ ନିଜ କାମରେ ହିଁ ବ୍ୟସ୍ତ ଥାନ୍ତି। ଯଦି କେବେ କିଏ ଘଡି ଦୋକାନକୁ ଧ୍ୟାନ ଦେିଇଥିବ,ତାହାଲେ ନିଶ୍ଚିତ ଭାବରେ ଜାଣିଥିବ ଯେ ବିକ୍ରି ପାଇଁ ଥିବା ଘଡି ଗୁଡିକରେ  ଅଧିକାଂଶ ସମୟରେ ୧୦:୧୦ ଥାଏ। ହାତରେ ପିନ୍ଧିଥିବା ଘଡି କିମ୍ୱା ଘରେ ଲାଗିଥିବା ଘଡିର ସମୟ ସମ୍ପୂର୍ଣ ଭାବେ ଠିକ ଥାଏ। କିନ୍ତୁ ଦୋକାନରେ ସବୁ ଘଡିର ଟାଇମ୍ କାହିଁକି ୧୦:୧୦ ଥାଏ। ଜାଣନ୍ତୁ ଏହାର କାରଣ।
 ୧.ଦୋକାନରେ ଥିବା ଘଡି ଦେଖିଲେଏମିତି ଲାଗେ ଯେମିତି ଘଡି ହସୁଛି।

୨. କୁହାଯାଏ ଯେ ଘଣ୍ଟାର କଣ୍ଟା ସଂତୁଳିତ ଆକାରରେ ଥାଏ। ଲୋକମାନଙ୍କୁ ସିମେଟ୍ରିକଲ ଜିନିଷ ଦେଖିବାକୁ ଭଲ ଲାଗେ।

୩. ଆବ୍ରାହମ ଲିଂକନଙ୍କ ମୃତ୍ୟୁ ଏହି ସମୟରେ ହୋଇଥିବାରୁ ଘଡିରେ ଏହି ସମୟଟି ସେଟ୍‌ ଥାଏ।

୪. ଘଡିରେ ଯେତେବଳେ ୧୦:୧୦ ହୋଇଥାଏ, ସେତେବେଳେ ଏହାର ଆକାର ଇଂରେଜା “v” ଆକୃତିର ହୋଇଥାଏ । ଏହାର ମାନେଭିକ୍ଟୋରୀ ବା ବିଜୟ ଯାହା ଏକ ଶୁଭ ସଂକେତ।

୫. ଏମିତିଟାଇମ ସେଟ କରିବା କାରଣ ହେଉଛି ଯେ, ଘଣ୍ଟା କଣ୍ଟା ଓ ମିନିଟ କଣ୍ଟା ଏମିତି ରହିଲେ ଘଡିର କମ୍ପାନୀ ନାଁ ଏବଂ ଲୋଗୋ ଗ୍ରାହକଙ୍କୁ ଠିକରେ ଦେଖାଯିବ ଏବଂ ସେମାନେ ପଢି ପାରିବେ।


୬. ସମୟ ୧୦:୧୦ ପଛରେ ଆଉ ଏକ ରହସ୍ୟ ଏହା ଯେ ଜାପାନର ହିରୋଶିମା ଓ ନାଗାସାକୀରେ ପରମାଣୁ ବୋମା ମାଡରେ ମରିଥିବା ଲୋକଙ୍କୁ ମଧ୍ୟ ଏହି ସମୟରେ ଶ୍ରଦ୍ଧାଞ୍ଜଳି ଦିଆଯାଏ।

   Related Posts