Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଦିଲ୍ଲୀର ଝିଅମାନେ ଅନ୍ୟ ସହରର ଝିଅଙ୍କଠାରୁ ଅଲଗା କାହିଁକି , ଜାଣନ୍ତୁ

2/05/2019 at 5:24 PM

ସହରରେ ଝିଅଙ୍କ ଅନ୍ଦାଜ ବେଶ ଅଲଗା ଥାଏ। ଦୁନିଆରେ ଅନେକ ସୁନ୍ଦର ଝିଅ ଅଛନ୍ତି। ପ୍ରତ୍ୟେକ ସହରର ଝିଅମାନଙ୍କ ପାଖରେ କିଛି ନା କିଛି ଖାସ ଜିନିଷ ଥାଏ। ଦିଲ୍ଲୀ ସହରର ଝିଅମାନେ ଅନ୍ୟ ସହରଠୁ ଅଲଗା ବୋଲି କୁହାଯାଏ। ଦିଲ୍ଲୀର ଝିଅମାନେ ଖୁବ୍‌ ସୁନ୍ଦର ଓ ବୋଲ୍ଡ ।
୧- ପୁଅଙ୍କ ଅନୁସାରେ ଦିଲ୍ଲୀର ଝିଅମାନେ ଭଲ ପ୍ରେମିକା ହେଇପାରିବେ । କିନ୍ତୁ ଘରୋଇ ବୋହୂ ହେବା କଷ୍ଟ
୨- ଦିଲ୍ଲୀର ଝିଅମାନଙ୍କୁ ନିଜ ଉପରେ ବହୁତ ଗର୍ବ ଥାଏ । ଏଥିପାଇଁ ଦିଲ୍ଲୀର ଝିଅଙ୍କୁ ଭିଡ ବିତରେ ବି ଚିହ୍ନଟ କରିହୁଏ।  

୩- ଫ୍ୟାସନ ମାମଲାରେ ଦିଲ୍ଲୀ ଝିଅ ସବୁଠୁ ଆଗରେ । ଏଠାର ଝିଅମାନେ ପ୍ରତି ନୂଆ ଟ୍ରେଣ୍ଡକୁ ଫଲୋ କରନ୍ତି। ସିମ୍ପଲ ଲୁକ୍‌ରେ ମଧ୍ୟ ବହୁତ କ୍ଲାସି ଲାଗନ୍ତି।
୪- ବାର୍ଗେନିଂ କରିବେରେ ଦିଲ୍ଲୀ ଝିଅଙ୍କୁ କେହି କାଟିପାରିବେ ନାହିଁ।

୫- ଦିଲ୍ଲୀ ଝିଅଙ୍କୁ ଖାଇବା ବହୁତ ପସନ୍ଦ କିନ୍ତୁ ଖାଇବା ସହ ସେମାନେ ନିଜ ଫିଗରର ମଧ୍ୟ ଧ୍ୟାନ ରଖନ୍ତି।

୬- ରୋଡ ସାଇଡ୍‌ ରୋମିଓଙ୍କ କ୍ଲାସ ନବାରେ ସବୁଠୁ ଆଗରେ ଅଛନ୍ତି ଦିଲ୍ଲୀ ଝିଅ। ତାଙ୍କ ସହ କୌଣସି ପିଲା ଦୁର୍ବ୍ୟବହାରେ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିଥାନ୍ତି।

 

   Related Posts