ପୁରୀରେ ଘରେ ପଶି ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା ପଛର କାରଣ: ନର୍ସଙ୍କ ସହ ଡାକ୍ତରଙ୍କ ଝଗଡା !

Published By : Prameya-News7 Bureau | December 17, 2018 IST

ପୁରୀ୧୭|୧୨; ପୁରୀରେ ଚାଞ୍ଚଲ୍ୟ। ବିଏନାର ହୋଟେଲକୁ ଲାଗିରେଳବାଇ ଡ଼ାକ୍ତରଙ୍କସରକାରୀ କ୍ବାର୍ଟରରେତାଙ୍କ ସ୍ତ୍ରୀଙ୍କୁନିର୍ମମ ଭାବେହତ୍ୟା କରାଯାଇଛି। ଖବର ପାଇ ସମୁଦ୍ରକୂଳଥାନା ପୋଲିସଓ ଅତିରିକ୍ତ ଏସପି ସାଇଣ୍ଟିଫିକ୍ଟିମ୍ ସହଘଟଣାସ୍ଥଳରେ ପହଞ୍ଚିତଦନ୍ତ ଆରମ୍ଭକରିଛନ୍ତି। ହତ୍ୟାକାଣ୍ଡର କାରଣସ୍ପଷ୍ଟ ହୋଇନଥିଲେମଧ୍ୟ ପରକୀୟାପ୍ରୀତି ଯୋଗୁଁଏହା ହୋଇଥିବାସନ୍ଦେହ କରାଯାଉଛି।

{"id":64793}

ଡିସେମ୍ବର୧୭ ତାରିଖ ମଧ୍ୟାହ୍ନ ୧.୩୦। ପୋଲିସ ପାଖକୁଖବର ଗଲାବିଏନଆର ହୋଟେଲନିକଟରେ ଡ଼ାକ୍ତରଙ୍କସ୍ତ୍ରୀଙ୍କୁ ହତ୍ୟାକରାଯାଇଛି। ଆଉ ଖବରଟିଥିଲା ସଂପୁର୍ଣ୍ଣସତ। ରେଳବାଇ ହସପିଟାଲରଡ଼ାଃ ସଂଜୀବକୁମାର ସାହୁଙ୍କଧର୍ମପତ୍ନୀ ସୁଜାତାସାହୁଙ୍କୁ ଅତିନିର୍ମମ ଭାବେହତ୍ୟା କରାଯାଇଛି। ତାହା ପୁଣି ତାଙ୍କସରକାରୀ କ୍ବାର୍ଟରପରିସରରେ। ପ୍ରତିଦିନ ପରିଆଜି ସକାଳ୬ଟାରେ ପୁଅଶୁଭ ସ୍କୁଲଓ ସ୍ବାମୀଡ଼ାଃ ସଂଜୀବକୁମାର ସାହୁହସପିଟାଲ ଯାଇଥିଲେ। ଘରେ ଏକାକୀ ଥିଲେସୁଜାତା। ପୂର୍ବାହ୍ନରେ କେହିତାଙ୍କ ମୁଣ୍ଡକୁଶକ୍ତ ପ୍ରହାରକରି ହତ୍ୟାକରିବା ପରେଫେରାର ହୋଇଯାଇଥିବାସନ୍ଦେହ କରାଯାଉଛି।

{"id":64794}

ଉଭୟ ବାପ,ପୁଅ ମଧ୍ୟାହ୍ନ ୧.୧୦ ରେକ୍ବାର୍ଟରରେପହଞ୍ଚି ସୁଜାତାଙ୍କନମ୍ବରକୁ ବାରମ୍ବାର କଲ୍ କରିଥିଲେ। ତେବେ କୌଣସି ଉତ୍ତରନଆସିବାରୁ ପୁଅକ୍ବାର୍ଟର ପାଚେରୀଡ଼େଇଁ ଘରଭିତରକୁ ଯିବାପରେ ମାଙ୍କରକ୍ତାକ୍ତ ମୃତଦେହମୁହଁ ମାଡ଼ିପଡ଼ିଥିବା ଦେଖିବାକୁପାଇଥିଲେ। ଏନେଇ ସେମାନେପୋଲିସକୁ ଖବରଦେବାପରେ ସମୁଦ୍ରକୂଳଥାନା ପୋଲିସସହ ସିଟିଡ଼ିଏସପି ଓଅତିରିକ୍ତ ଏସପିଘଟଣାସ୍ଥଳରେ ପହଞ୍ଚିତଦନ୍ତ ଆରମ୍ଭକରିଥିଲେ। ମୃତ ସୁଜାତାଙ୍କମୁଣ୍ଡରେ ଗଭୀରକ୍ଷତ ଚିହ୍ନରହିଛି। ସେ ଘରେରୋଷାଇ କାର୍ଯ୍ୟରେବ୍ୟସ୍ତ ଥିବାବେଳେଅତର୍କିତ ଭାବେତାଙ୍କୁ ଆକ୍ରମଣକରି ହତ୍ୟାକରାଯାଇଥିବା

{"id":64795}
wp:paragraph {"align":"left"}

ସନ୍ଦେହକରାଯାଉଛି।     ରେଳବାଇ ଡ଼ାକ୍ତର ସଂଜୀବ କୁମାର ସାହୁଙ୍କ ସହ କିଛିଦିନ ପୂର୍ବେ ଜଣେ ନର୍ସଙ୍କ ସହ ଝଗଡ଼ା ହୋଇଥିଲା। ସମ୍ଭବତଃ ଏହି କାରଣ କିମ୍ବାପରକୀୟା ପ୍ରୀତିକୁ ନେଇ ତାଙ୍କ ସ୍ତ୍ରୀ ସୁଜାତାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ହତ୍ୟା କରିଥିବା ଆଲୋଚନା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.