Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଇରାନୀ ଝିଅମାନେ ଏତେ ସୁନ୍ଦରୀ କାହିଁକି ଜାଣନ୍ତୁ

1/04/2019 at 12:29 PM

ପ୍ରଣୟ କବି ମାୟାଧର ମାନସିଂଙ୍କ ଗୋଟିଏ କବିତାର କିଛି ଧାଡି ହେଉଛି- “ଇରାନୀ କିଶୋରୀ …ଗୁଲବଦନ ତବ ନହୁଏ ପସୋରୀ…ଇରାନୀ କିଶୋରୀ”…ଇରାନୀ ଝିଅମାନେ ସୁନ୍ଦରୀ ତାଲିକାରେ ସବୁବେଳେ ଆଗରେ ଥାନ୍ତି। ପାରମ୍ପରିକ ଭାବେ ଏବଂ ବଂଶାନୁକ୍ରମିକ ଇରାନୀ ଝିଅମାନେ ସୁନ୍ଦରୀ ହୋଇଥାନ୍ତି ।  
ଇରାନୀ ଝିଅଙ୍କ ତ୍ୱଚାଯତ୍ନ ପରମ୍ପରା ସେମାନଙ୍କ ମାଁ ଓ ଜେଜେମାଁଙ୍କ ଅମଳରୁ ରହିଆସିଛି। ସେଥିପାଇଁ ପ୍ରତ୍ୟେକ ପାର୍ସୀ ଝିଅ ନିଜ ତ୍ୱଚାର ବହୁତ ଭଲ ଧ୍ୟାନ ରଖନ୍ତି। ଏ କ୍ଷେତ୍ରରେ ନିଜ ମାଁ ଓ ଜେଜେମାଁଙ୍କ ପରାମର୍ଶ ଓ ନିର୍ଦ୍ଦେଶ ପାଳନ ସବୁବେଳେ କରନ୍ତି। ପାର୍ସୀ ଝିଅମାନେ ଭଲ ସ୍ନାନ କରନ୍ତି। ଶରୀର ଚମକାଇବା ପାଇଁ ସ୍ନାନ କରିବା ସମୟରେ ସେମାନେ ଅନେକ ଜିନିଷର କରନ୍ତି।
ତ୍ୱଚାରେ ଥିବା ମୃତକୋଶକୁ ବାହାର କରିବା ପାଇଁ ସେମାନେ ସ୍କ୍ରବିଙ୍ଗ କରନ୍ତି। କ୍ଷୀର ମିଶ୍ରିତ ସାମଗ୍ରୀକୁ ଗାଧୋଇବା ବେଳେ ନିଜ ଶରୀରରେ ବ୍ୟବହାର କରନ୍ତି। ଏହା ବ୍ୟତୀତ ଏମିତି ଅନେକ ବିଉଟି ସିକ୍ରେଟ ଅଛି ଯାହା ଦ୍ୱାରା ସେମାନେ ସବୁବେଳେ ସୁନ୍ଦର ଦେଖାଯାଆନ୍ତି। ପାର୍ସୀ ଝିଅମାନେ ବୃକ୍ଷରୁ  ମିଳୁଥିବା ତେଲ ବ୍ୟବହାର କରିବା ପସନ୍ଦ କରନ୍ତି।
ଶରୀରରେ ଆଦ୍ରତା ସବୁବେଳେ ଠିକ୍‌ ରହିବା ଉଚିତ୍‌। କାରଣ ଏହା ଦ୍ୱାରା ଚେହେରା ଓ କେଶ ସମ୍ପୂର୍ଣ୍ଣ ଭାବେ ଠିକ୍‌ ରହିବ। ଏହି କାରଣରୁ ପାର୍ସୀ ଝିଅମାନେ ସବୁବେଳେ ଶରୀର ଓ କେଶରେ ବୃକ୍ଷତେଲର ବ୍ୟବହାର କରନ୍ତି। ମହୁ ସହ ବାଦାମ ତେଲ ମିଶାଇ ଓଠରେ ଲଗାନ୍ତି। ଏହା ଦ୍ୱାରା ଅଧିକ ଶୀତରେ ମଧ୍ୟ ତାଙ୍କ ଓଠ ଫାଟିବାର ସମସ୍ୟା ହୋଇନଥାଏ।
ପାର୍ସୀ ଝିଅମାନେ କାର୍ବନିକ ନଡିଆ ତେଲ ବ୍ୟବହାର କରନ୍ତି। ଇରାନୀ ମହିଳା ନିଜ ମୁହଁ ସବୁବେଳେ ଗୋଲାପ ଜଳରେ ସଫାକରିଥାନ୍ତି। କାରଣ ଗୋଲାପ ଜଳରେ ଭିଟାମିନ ତତ୍ୱ ଥିବାରୁ ଏହା ଚେହେରାକୁ ସଫା ଓ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ।  ଏହି କାରଣରୁ ଇରାନୀ ଝିଅ ଅଧିକ ସୁନ୍ଦର ଦେଖାଯାଆନ୍ତି।

   Related Posts