Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

କେନ୍ଦ୍ରାପଡା କ୍ରେଡିଟ କୋ- ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁ ଗିରଫ ପରେ କଣ କହିଲେ ପିଡୀତା ଜାଣନ୍ତୁ…

4/11/2019 at 3:01 PM

୪|୧୧: କେନ୍ଦ୍ରାପଡା କ୍ରେଡିଟି କୋ ଅପରିଟିଭି ସୋସାଇଇଟି ସଭାପତି ପ୍ରମୋଦ ସାହୁ ଗିରଫ ପରେ ପିଡୀତା ଓ ତାଙ୍କ ମା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପିଡୀତା କହିଛନ୍ତି ଯେ,  ନ୍ୟାୟାଳୟ ଉପରେ ତାଙ୍କର ଭରସା ରହିଥିଲା ଓ ଅଛି । ଆଗକୁ ମଧ୍ୟ ସେ ନ୍ୟାୟାଳୟରୁ ଉଚିତ ନ୍ୟାୟ ଆଶା ରଖିଛନ୍ତି ।

ଦୋଷୀ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ସେ ଦାବି କରିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତି ଗରମ ଥିବାରୁ ପ୍ରମୋଦ ସାହୁ ହୁଏତ କିଚି କରିନପାରନ୍ତି । କିନ୍ତୁ ସମୟ ଗଡିଯିବାପରେ ସେ କିଛି ନା କିଛି ପ୍ରତିଶୋଧମୂଳକ ପଦକ୍ଷେପ ନେଇପାରନ୍ତି ବୋଲି ପିଡୀତା ଆଶଙ୍କା ପ୍ରକାଶ କରିଛନ୍ତି ।

 ପିଡୀତା ଗଣ ମାଧ୍ୟମକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଗଣ ମାଧ୍ୟମ ଘଟଣାକୁ ପ୍ରଚାର ପ୍ରସାର କରିବା ଫଳରେ ସେ ନ୍ୟାୟ ପାଇଲେ ବୋଲି ପିଡୀତା କହିଛନ୍ତି । ସେହିଭଳି ପିଡୀତାଙ୍କ ମାଁ ମଧ୍ୟ ପ୍ରମୋଦ ସାହୁଙ୍କ ଗିରଫରେ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।  

ଦୀର୍ଘଦିନ ହେଲା  ସେ ନ୍ୟାୟ ଲାଗି ଉଦ୍ମ କରିଆସୁଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ଏବେ ସେ ନ୍ୟାୟ ପାଇବାକୁ ଯାଉଛନ୍ତି ।ଆଗକୁ ମଧ୍ୟ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି ।

   Related Posts