Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦୁର୍ନୀତି : ଆରଡିସି ତଦନ୍ତ ଆରମ୍ଭ , କୁଳ ସଚିବଙ୍କୁ ପଚରାଉଚରା

8/02/2019 at 5:39 PM

ବ୍ରହ୍ମପୁର ୮|୨: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦୁର୍ନୀତି ଅଭିଯୋଗ ଘଟଣାରେ ଆରଡିସି ତଦନ୍ତ ଆରମ୍ଭ । ଆଜି ବିଶ୍ବବିଦ୍ୟାଳୟ କୁଳ ସଚିବଙ୍କୁ ପଚରାଉଚରା କରିଛନ୍ତି ଆରଡିସି । ଆର୍.ଡି.ସିଙ୍କ ବାସ ଭବନ କାର୍ଯ୍ୟାଳୟକୁ କୁଳ ସଚିବ ଆସିବା ସହ ବିଭିନ୍ନ ବିଭାଗର କର୍ମଚାରୀ ମଧ୍ୟ ଆସିଥିଲେ। ତଦନ୍ତ ସମୟରେ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ତେବେ ତଦନ୍ତ କ’ଣ ହେଲା,  କ’ଣ ସବୁ ପଚରା ଉଚରା କଲେ ଆରଡିସି ତାହା ଜଣାପଡିନି।  ଅନୁଦାନ ଅର୍ଥାର ସଠିକ୍ ବିନିଯୋଗ ହୋଇନଥିବା ଅଭିଯୋଗରେ ଚାଲିଛି ତଦନ୍ତ ।  ପୂର୍ବତନ ଛାତ୍ର ସଂସଦ ନେତାମାନେ ଦୁର୍ନୀତି ଅଭିଯୋଗ ଉଠାଇଥିଲେ ।

   Related Posts