IPL 2021 : ଏଲିମିନେଟର୍‌ ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଙ୍ଗଲୋର

Published By : Prameya-News7 Bureau | October 11, 2021 IST

ଶାରଜାହା ୧୧/୧୦ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଏଲିମିନେଟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଏବଂ କୋଲକାତା ନାଇଟ ରାଇଡର୍ସ । ଏଲିମିନେଟର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଆର୍‌ସିବି । କେକେଆର୍‌ ଏବଂ ଆର୍‌ସିବି ମଧ୍ୟରେ ଯେଉଁ ଟିମ ବିଜୟୀ ଲାଭ କରିବ, ଫାଇନାଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଟକ୍କର ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.