Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଆର୍‌ବିଆଇ ଦେଲା ବଡ଼ ସଙ୍କେତ, ଡିଜିଟାଲ୍‌ ଟ୍ରାଞ୍ଜାକ୍ସନରେ କମିବ ବ୍ୟାଙ୍କ ଶୁଳ୍କ

8/12/2021 at 5:10 PM

ନୂଆଦିଲ୍ଲୀ, ୦୮/୧୨: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଡିଜିଟାଲ୍‌ ପେମେଣ୍ଟକୁ ନେଇ ବୟାନ ଜାରି କରିଛନ୍ତି । ସମନ୍ୱିତ ପ୍ରୟାସରେ ଭାରତରେ ଚଳିତ ବର୍ଷ ଡିଜିଟାଲ୍‌ ପେମେଣ୍ଟର ବ୍ୟବହାରରେ ଅହେତୁକ ବୃଦ୍ଧି ହୋଇଛି । କିନ୍ତୁ ଡିଜିଟାଲ୍‌ ପେମେଣ୍ଟ୍ କରିବା ପାଇଁ ଆଦାୟ କରାଯାଉଥିବା ଶୁଳ୍କ ଉଚିତ୍‌ କି ନାହିଁ ସେନେଇ ଗଭର୍ଣ୍ଣର ଚିନ୍ତା ପ୍ରକଟ କରିଛନ୍ତି ।

ଗ୍ରାହକଙ୍କ ଦ୍ୱାରା ଏହି ଶୁଳ୍କ ଭରଣା ସେମାନଙ୍କ ପାଇଁ ଲାଭ କିମ୍ୱା କ୍ଷତି ହୋଇପାରେ । କିନ୍ତୁ ଏହି ଶୁଳ୍କ ସେମାନେ ଭରଣା କରିପାରିଲା ଭଳି ହେବା ଉଚିତ୍‌ । ଏପରି ନହେବା ଉଚିତ୍‌ ଯାହାଦ୍ୱାରା କି ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ବ୍ୟବସ୍ଥାରେ କୌଣସି ବାଧା ସୃଷ୍ଟି ନହୁଏ । ଗଭର୍ଣ୍ଣର ଏନେଇ କହିଛନ୍ତି ଯେ ଆମେ ଖୁବ୍‌ଶିଘ୍ର ଏହି ବିଷୟ ଉପରେ ଆଲୋଚନା କରି କିଛି ନିଷ୍କର୍ସ ବାହର କରିବୁ । ଏହି ଆଲୋଚନାରେ ଡିଜିଟାଲ୍‌ ପେମେଣ୍ଟ ସହ ଜଡ଼ିତ ବିଭିନ୍ନ ଦିଗକୁ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି ।

କହିରଖୁଛୁ ଯେ, ଗ୍ରାହକଙ୍କୁ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ପ୍ରିପେଡ୍‌ ମାଧ୍ୟମ, ୟୁନିଫାଇଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ ବା ୟୁପିଆଇ ପେମେଣ୍ଟ ଉପରେ ଶୁଳ୍କ ଦେବାକୁ ପଡି଼ଥାଏ ।

   Related Posts