Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆରବିଆଇ ମୁଦ୍ରାନୀତି ସମୀକ୍ଷା, ରେପୋରେଟ ଓ ରିଭର୍ସ ରେପୋରେଟ ଅପରିବର୍ତ୍ତିତ

8/10/2021 at 11:45 AM

ନୂଆଦିଲ୍ଲୀ ୮/୧୦: ରେପୋ ରେଟରେ କୌଣସି ପରିବର୍ତ୍ତନ ହେବନି । ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକରେ (MPC) ଘୋଷଣା ହୋଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ ୩.୩୫ ପ୍ରତିଶତରେ ସ୍ଥିର ରହିବ ।

ସେ କହିଛନ୍ତି ଏବେ କରୋନା ପରିସ୍ଥିତି ସୁଧୁରି ନାହିଁ । ମୁଦ୍ରାନୀତି ସମିତି ବୈଠକର(MPC) ଆଶାୟୀଙ୍କ ଅନୁସାରେ ଅର୍ଥନୀତି ଆଗକୁ ବଢ଼ୁଛି । କୋଭିଡ ଟିକାକରଣ ଯୋଗୁ ଅର୍ଥନୀତିରେ ସୁଧାର ଆସୁଛି । MPCର ଲଗାତାର ତିନିଦିନର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତି ଆରବିଆଇରେ ରେପୋ ରେଟ ଓ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ ।

ରେପୋ ରେଟ ୪% ଓ ରିବର୍ସ ରେପୋ ରେଟ ୩.୩୫% ଦାମ ରେ ହିଁ ରହିବ । ଛଅ ଜଣିଆ ମନିଟାରି ପଲିସି ବୈଠକ (MPC) ଅକ୍ଟୋବର ୬ ତାରିଖ ଦିନ ଆରମ୍ଭ ହୋଇ ଆଜି ସରିଛି । ଆର ବି ଆରବିଆଇ ବର୍ଦ୍ଧିତ ଦରଦାମ କୁ କମ କରିବା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ସୁଧାରିବା ପାଇଁ ଧ୍ୟାନ କେନ୍ଦ୍ରିତ କରୁଛି।

   Related Posts