Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୨ଥର ଘର ଛାଡ଼ି ଚାଲି ଯାଇଥିଲେ ରବି କିଶାନଙ୍କ ଝିଅ ରିବା : ଏବେ ପଦ୍ମିନୀ କୋଲ୍ହାପୁରୀଙ୍କ ପୁଅଙ୍କ ସହ ବଲିଉଡରେ କରିବେ ଡେବ୍ୟୁ

30/01/2019 at 11:43 AM

ମୁମ୍ବାଇ ୩୦/୧: ପଦ୍ମିନୀ କୋଲ୍ହାପୁରୀ ଏବଂ ପ୍ରଡ୍ୟୁସର ପ୍ରଦୀପ ଶର୍ମାଙ୍କ ପୁଅ ପ୍ରିୟଙ୍କ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନାଁ ‘‘ସବ କୁଶଲ ମଙ୍ଗଲ’’। ଏହି ଫିଲ୍ମରେ ଭୋଜପୁରୀ ଫିଲ୍ମର ଷ୍ଟାର ରବି କିଶାନଙ୍କ ଝିଅ ରିବା ମଧ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଫିଲ୍ମରେ ନବାଗତଙ୍କ ବ୍ୟତୀତ ଅକ୍ଷୟ ଖାନ୍ନା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। କରଣ କଶ୍ୟପ ନିର୍ଦ୍ଦେଶନା ଦାୟିତ୍ବରେ ରହିବେ। ନିତିନ ମନମୋହନଙ୍କ ଝିଅ ପ୍ରାଚୀ ଏହାର ନିର୍ମାତା ରହିବେ। ଏହି ଫିଲ୍ମର ସୁଟିଙ୍ଗ୍ ମାର୍ଚରୁ ଆରମ୍ଭ ହେବ।

ପାଖାପାଖି ୪ବର୍ଷ ପୂର୍ବେ ୨୦୧୫ରେ ରବି କିଶାନଙ୍କ ଜଣେ ଝିଅ ନିରୁଦ୍ଦିଷ୍ଟ ହେବା ଖବର ଚର୍ଚ୍ଚାର ପରିସରକୁ ଆସିଥିଲା। ସେତେବେଳେ ଖବର ଆସିଥିଲା ରବି କିଶାନଙ୍କ ଏହି ଝିଅ ଦ୍ବିତୀୟ ଥର ଘର ଛାଡ଼ି ଯାଇଥିଲେ। ରବି କିଶାନଙ୍କ ୩ ଝିଅ ଏବଂ ଗୋଟିଏ ପୁଅ।

   Related Posts