Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||
  • ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ
  • ||
  • ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ
  • ||
  • ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ
  • ||
  • ସମସ୍ତ ଆହାର କେନ୍ଦ୍ର ଖୋଲାରହିବ
  • ||
  • ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ
  • ||

ତେଜିଲା ରତ୍ନଭଣ୍ଡାର ଚାବି ରାଜନୀତି

11/06/2018 at 8:28 AM

ତେଜିଲା ରତ୍ନଭଣ୍ଡାର ଚାବି ରାଜନୀତି । ରତ୍ନ ଭଣ୍ଡାର ଚାବିକୁ ସାରା ରାଜ୍ୟରେ ଜନ ଜାଗରଣ ଯାତ୍ରା କରୁଛି ବିଜେପି । ଜିଲ୍ଲା ମୁଖ୍ୟାଳୟ ଓ ସବଡିଭିଜନ ମୁଖ୍ୟାଳୟରେ ଚାଲିଛି ବିକ୍ଷୋଭ । କାଲିଠୁ ସପ୍ତାହେ ବ୍ୟାପୀ ସବୁ ଥାନା ସମ୍ମୁଖରେ ବିକ୍ଷୋଭ ହେବ, ଏତଲା ଦିଆଯିବ । ଏଥି ସହ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କରିବାକୁ ବିଜେପି ଘୋଷଣା କରିଛି । ଚାବି ହଜିବା ଓ ରତ୍ନଭଣ୍ଡାର ସମ୍ପତି ସୁରକ୍ଷାକୁ ନେଇ ପ୍ରଶ୍ନ ଓଡିଆ ଭାବବେଗକୁ କୁଠାରଘାତ କରୁଥିବା ବେଳେ  ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବୋଲି ବିଜେପି  ପ୍ରଶ୍ନ କରିଛି। ସେପଟେ ବିଜେପିର ଜନଜାଗରଣ କାର୍ଯ୍ୟକ୍ରମକୁ ବିଜେଡି କଡା ନିନ୍ଦା କରିଛି । ଭକ୍ତଙ୍କ ଭାବାବେଗକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛି ଦଳ । ଜଗନ୍ନାଥଙ୍କ ପ୍ରତି କେହି ଅନ୍ୟାୟ କରିପାରିବେ ନାହିଁ, ସେଥିପାଇଁ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିବା ବିଜେଡି ଯୁକ୍ତି ରଖିଛି ।

Leave a Reply

   Related Posts