Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ

6/06/2018 at 1:22 PM

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରତ୍ନଭଣ୍ତାର ଚାବି ହଜିବା ଘଟଣାର ତଦନ୍ତ କରିବେ ପୂର୍ବତନ ବିଚାରପତି ଜଷ୍ଟିସ ରଘୁବୀର ଦାଶ। ଚାବି କାହା ପାଖରେ ଥିଲା। କେଉଁ ପରିସ୍ଥିତିରେ ରତ୍ନଭଣ୍ତାର ଚାବି ହଜିଲା। ଏ ସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ୩ ମାସ ଭିତରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ତେବେ ଏହି ତଦନ୍ତରେ କେଉଁ ଅଧିକାରୀମାନେ ପକ୍ଷଭୁକ୍ତ ହେବା ଦରକାର ସେନେଇ ଦଇତାପତି ନିଯୋଗ ସଭାପତିଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ପ୍ରତିନିଧି।

Leave a Reply

   Related Posts