ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ

Published By : Prameya-News7 Bureau | June 06, 2018 IST

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରତ୍ନଭଣ୍ତାର ଚାବି ହଜିବା ଘଟଣାର ତଦନ୍ତ କରିବେ ପୂର୍ବତନ ବିଚାରପତି ଜଷ୍ଟିସ ରଘୁବୀର ଦାଶ। ଚାବି କାହା ପାଖରେ ଥିଲା। କେଉଁ ପରିସ୍ଥିତିରେ ରତ୍ନଭଣ୍ତାର ଚାବି ହଜିଲା। ଏ ସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ୩ ମାସ ଭିତରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ତେବେ ଏହି ତଦନ୍ତରେ କେଉଁ ଅଧିକାରୀମାନେ ପକ୍ଷଭୁକ୍ତ ହେବା ଦରକାର ସେନେଇ ଦଇତାପତି ନିଯୋଗ ସଭାପତିଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ପ୍ରତିନିଧି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.