Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରତଲାମର ଅନନ୍ୟ ଲକ୍ଷ୍ମୀ ମନ୍ଦିର, ଭକ୍ତଙ୍କ ଅଳଙ୍କାର ଏବଂ ଟଙ୍କାରେ ସଜାଯାଏ ମା’ଙ୍କ ଦରବାର

3/11/2021 at 10:50 AM

ନୂଆଦିଲ୍ଲୀ ୦୩/୧୧: ଦୀପାବଳି ଅବସରରେ ମଧ୍ୟପ୍ରଦେଶ ରତଲାମର ପ୍ରସିଦ୍ଧ ମହାଲକ୍ଷ୍ମୀ ମନ୍ଦିରକୁ ପୁଣିଥରେ ସଜାଯାଇଛି। ଦୀପାବଳି ପୂର୍ବରୁ ଏଠାରେ ଅଳଙ୍କାର ଏବଂ ଟଙ୍କା ଦାନ କରୁଥିବା ଭକ୍ତଙ୍କ ଭଣ୍ଡାର ରାତାରାତି ବଢିଯାଏ ବୋଲି ବିଶ୍ୱାସ ରହିଛି। ତେଣୁ,ଲୋକମାନେ ଲକ୍ଷ ଲକ୍ଷ ଟଙ୍କା, ସୁନା-ରୂପା ଅଳଙ୍କାର ମନ୍ଦିରକୁ ଦାନ କରିନ୍ତି।

 ये देश का यह पहला ऐसा मंदिर है जहां श्रद्धालु दीपावली से पहले, जेवर और नकदी भेंट करते हैं. कोई नोटों की गड्डियां भेंट करता है तो कोई सोने और चांदी के आभूषण. मंदिर में जमा हुए इन आभूषणों और नकद राशि से दिवाली के पांच दिन तक महालक्ष्मी का श्रृंगार किया जाता है, जो कुबेर के खजाने के नाम से मशहूर है.

ମନ୍ଦିରରେ ଜମା ହୋଇଥିବା ଅଳଙ୍କାର ଏବଂ ଟଙ୍କା ସହିତ ପାଞ୍ଚ ଦିନ ପର୍ଯ୍ୟନ୍ତ ମହାଲକ୍ଷ୍ମୀଙ୍କ ସୃଙ୍ଗାର ହୋଇଥାଏ ଏବଂ ମନ୍ଦିରକୁ ସଜା ଯାଇଥାଏ। ଏହାକୁ କୁବେରର ଭଣ୍ଡାର କୁହାଯାଏ। ତେବେ କୋଭିଡ୍ କାରଣରୁ ଦ୍ୱିତୀୟ ବର୍ଷ ମଧ୍ୟ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ସମସ୍ତଙ୍କୁ ବାହାରୁ ମହାଲକ୍ଷ୍ମୀ ଏବଂ କୁବେରଙ୍କ ଭଣ୍ଡାର ଦର୍ଶନ କରିବାକୁ ପଡ଼ିବ।

 मंदिर में जमा हुए आभूषणों से दिवाली के पांच दिन तक महालक्ष्मी का श्रृंगार किया जाता है. इसकी प्रसिद्धि कुबेर के खजाना के नाम से है. हालांकि लगातार दूसरे साल भी कोविड के कारण भक्तों को मंदिर में प्रवेश नहीं दिया जा रहा. सभी को बाहर से ही महालक्ष्मी और कुबेर के खजाने के दर्शन करने होंगे .

ଦେଶର ଏହା ପ୍ରଥମ ମନ୍ଦିର ଯେଉଁଠାରେ ଭକ୍ତମାନେ ଦୀପାବଳି ପୂର୍ବରୁ ଅଳଙ୍କାର ଏବଂ ଟଙ୍କା ପ୍ରଦାନ କରନ୍ତି। କେହି ନୋଟର ଗାଡି ଦାନ କରନ୍ତି ତ ଆଉ କେହି ସୁନା-ରୂପା ଅଳଙ୍କାର। ମନ୍ଦିରରେ ଜମା ହୋଇଥିବା ଟଙ୍କା ଏବଂ ଅଳଙ୍କାରରେ ପାଞ୍ଚଦିନ ପର୍ଯ୍ୟନ୍ତ ମା ଲକ୍ଷ୍ମୀଙ୍କ ଶୃଙ୍ଗାର ହୋଇଥାଏ। ଯାହା କୁବେରଙ୍କ ଧନ ଭାବରେ ପ୍ରସିଦ୍ଧ।

 धन की देवी के लिए 50 रुपये से लेकर 500 रुपये तक के नोटों से खास वंदनवार बनाए गए हैं. इससे पूरे मंदिर को सजाया गया है. नोटों की इन लड़ियों से मंदिर की खूबसूरती में चार चांद लग गए हैं. श्रद्धालुओं ने दिन रात मेहनत कर इन वन्दनवारों को तैयार किया है

ରତଲାମର ଏହି ମହାଲକ୍ଷ୍ମୀ ମନ୍ଦିରରେ ବର୍ଷ ବର୍ଷ ଧରି ଅଳଙ୍କାର ଟଙ୍କା ପ୍ରଦାନ କରିବାର ପରମ୍ପରା ରହିଆସିଛି। ଏହି ଉପହାରକୁ ନାମ ଏବଂ ଫଟୋ ସହିତ ରେଜିଷ୍ଟରରେ ନୋଟ କରାଯାଏ। ଦୀପାବଳିର ପଞ୍ଚମ ଦିନରେ ଭକ୍ତମାନଙ୍କୁ ପ୍ରସାଦ ଭାବରେ ଫେରାଇ ଦିଆଯାଏ।

   Related Posts