Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରଥ ନିର୍ମାଣ କାର୍ଯ୍ୟରେ ବିଭ୍ରାଟ ; ଦେବଦଳନ ରଥ ପହିରେ ଫାଟ

5/05/2018 at 9:54 AM

ରଥ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ବିଭ୍ରାଟ… ଦେବଦଳନ ରଥ ପହିରେ ଫାଟ, ତାଳଧ୍ବଜ ରଥର ଅଖ କାଠ ଦୁର୍ବଳ… ଯାଞ୍ଚ ବେଳେ ଧରିଲା ଯାଞ୍ଚ କମିଟି… ଉଭୟ ପହି ଏବଂ ଅଖ କାଠ ବଦଳାଯିବା ନେଇ ନିଷ୍ପତ୍ତି…

Leave a Reply

   Related Posts