Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||
  • ଓଡିଶା ଉପରୁ ଟଳିଲା ବାତ୍ୟା ବିପଦ, ହୋଇନି ବେଶି କ୍ଷୟକ୍ଷତି
  • ||
  • ‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ, ସେପ୍ଟେମ୍ବର ଶେଷରେ ଭିଜିବ ଓଡିଶା
  • ||

ଏଣିକି ସାରା ବିଶ୍ବରେ ଏକ ସମୟରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ରଥଯାତ୍ରା

6/09/2019 at 2:32 PM

ପୁରୀ ୬।୯: ଏଣିକି ସାରା ବିଶ୍ବରେ ଏକ ସମୟରେ ରଥଯାତ୍ରା ଅନୁଷ୍ଠିତ ହେବ । ବିଶ୍ବର ବିଭିନ୍ନ ସ୍ଥାନରେ ଅସମୟରେ ରଥଯାତ୍ରା ଉପରେ ରୋକ୍‌ ଲାଗିବ । ଏଣିକି ପୁରୀ ରଥଯାତ୍ରା ତିଥିରେ ସବୁଠି ଅନୁଷ୍ଠି ହେବ ରଥଯାତ୍ରା । କେହି ମନଇଚ୍ଛା ଶ୍ରୀଜିଉଙ୍କ ରଥଯାତ୍ରା ଅନ୍ୟ ସମୟରେ କରିପାରିବେନି । ଦେଶ ବିଦେଶରେ ବିଭିନ୍ନ ସଂସ୍ଥାଙ୍କୁ ଦିଆଯିବ ଅବଗତ ପତ୍ର । ରାଜ୍ୟ ସରକାର ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ସୂଚନା ଦେଇଛନ୍ତି ।

ଭିନ୍ନ ସମୟରେ ରଥଯାତ୍ରା ନକରିବାକୁ ନ୍ୟୁଜ୍‌ ୭ କ୍ୟାମ୍ପେନ୍‌ ଚଳାଇଥିଲା । କ୍ୟାମ୍ପେନ୍‌ରେ ବିଭିନ୍ନ ସ୍ଥାନରେ ଭକ୍ତମାନେ ଉଦ୍‌ବେଗ ପ୍ରକାଶ କରିଥିଲେ ।

   Related Posts