ପାତାଳୀ ଶ୍ରୀକ୍ଷେତ୍ରରେ ଗଡିଲାନି ରଥ, କେବଳ ନୀତିକାନ୍ତିରେ ରହିଲା ସୀମିତ

Published By : Prameya-News7 Bureau | July 12, 2021 IST

ସୋନପୁର ୧୨।୭: ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ଗଡିଲାନି ରଥ । କରୋନା କଟକଣାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରା ବନ୍ଦ ହୋଇଛି ।  ପାତାଳୀ ଶ୍ରୀକ୍ଷେତ୍ରରେ କେବଳ ବିଧି ରକ୍ଷା ନିମନ୍ତେ ନିତୀକାନ୍ତି କରାଯାଇଛି ।

{"id":479427,"width":747,"height":411,"sizeSlug":"large","linkDestination":"none"}

ବିନା ଭକ୍ତରେ ସୀମିତ ପୂଜକରେ ମହାପ୍ରଭୁଙ୍କୁ ବାହାର କରାଯିବା ସହ ମଣ୍ଡପରେ ସ୍ଥାପନ କରାଯାଇଥିଲା । ସେଠାରେ ଅସ୍ଥାୟୀଭାବେ ମାଉସୀ ମନ୍ଦିର କରି ମହାପ୍ରଭୁଙ୍କୁ ରଖାଯାଇଛି ।  ଭକ୍ତ ବିନା ଛଳିଆ ପାହାଡ ଖାଁ ଖାଁ ଲାଗୁଛି ।

{"id":479428,"width":748,"height":411,"sizeSlug":"large","linkDestination":"none"}

                                                                                                                   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.