Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ରଥଯାତ୍ରୀ ସମୀକ୍ଷା ବୈଠକ ଶେଷ ; ନିୟୋଜିତ ହେବେ ୧୪୦ ପ୍ଲାଟୁନ ଫୋର୍ସ

11/07/2018 at 10:17 AM

ରଥଯାତ୍ରୀ ସୁରକ୍ଷା ନେଇ ଚାଲିଥିବା ସମୀକ୍ଷା ବୈଠକ ଶେଷ…ବୈଠକ ପରେ ପୋଲିସ ଡିଜି ଆର୍.ପି ଶର୍ମାଙ୍କ ସୂଚନା…
ରଥଯାତ୍ରାରେ ନିୟୋଜିତ ହେବେ ୧୪୦ ପ୍ଲାଟୁନ ଫୋର୍ସ …ଏହାସହ ୧୦୦୦ ପୋଲିସ ଅଧିକାରୀ ଓ ୨୦୦୦ ହୋମଗାର୍ଡ ନିୟୋଜିତ ହେବେ…ପୁରୀ ସହର ସମେତ ଜାତୀୟ ରଜପଥରେ ୨୦୦ ସିସିଟିଭି ଲଗାଯିବ…କୋଷ୍ଟାଲ ଏରିଆରେ କୋଷ୍ଟଗାର୍ଡ ମୁତୟନ କରାଯିବ…ପୁରୀ ସହରକୁ ନୋ ଫ୍ଲାଇଙ୍ଗ ଜୋନ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି…

   Related Posts