ରଥଯାତ୍ରୀ ସମୀକ୍ଷା ବୈଠକ ଶେଷ ; ନିୟୋଜିତ ହେବେ ୧୪୦ ପ୍ଲାଟୁନ ଫୋର୍ସ
11/07/2018 at 10:17 AM

ରଥଯାତ୍ରୀ ସୁରକ୍ଷା ନେଇ ଚାଲିଥିବା ସମୀକ୍ଷା ବୈଠକ ଶେଷ…ବୈଠକ ପରେ ପୋଲିସ ଡିଜି ଆର୍.ପି ଶର୍ମାଙ୍କ ସୂଚନା…
ରଥଯାତ୍ରାରେ ନିୟୋଜିତ ହେବେ ୧୪୦ ପ୍ଲାଟୁନ ଫୋର୍ସ …ଏହାସହ ୧୦୦୦ ପୋଲିସ ଅଧିକାରୀ ଓ ୨୦୦୦ ହୋମଗାର୍ଡ ନିୟୋଜିତ ହେବେ…ପୁରୀ ସହର ସମେତ ଜାତୀୟ ରଜପଥରେ ୨୦୦ ସିସିଟିଭି ଲଗାଯିବ…କୋଷ୍ଟାଲ ଏରିଆରେ କୋଷ୍ଟଗାର୍ଡ ମୁତୟନ କରାଯିବ…ପୁରୀ ସହରକୁ ନୋ ଫ୍ଲାଇଙ୍ଗ ଜୋନ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି…
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021