ପାଖେଇ ଆସିଲାଣି ଘୋଷଯାତ୍ରା ; ଦେବସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ବାରୋପ

Published By : Prameya-News7 Bureau | June 19, 2018 IST

ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟରେ ପୋଲିସ ଡିଜିଙ୍କ ସମୀକ୍ଷା ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ସୁରକ୍ଷିତ ଓ ଶୃଖଂଳିତ କରିବାକୁ ବୈଠକରେ ଆଲୋଚନା ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଡିଜି, ଆଇଜି ଆଇନ ଶୃଂଖଳା , ଆଇଜି ଟ୍ରାଫିକ, ପୁରୀ ଏସ୍ପି ଉପସ୍ଥିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.