Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆଇସ୍କ୍ରିମ୍ ନଖାଇବାକୁ ପରାମର୍ଶ ଦେଲେ ରତନ ରାଜପୁତ : ସେୟାର କଲେ ଭିଡିଓ

13/04/2020 at 12:13 PM

ମୁମ୍ବାଇ ୧୩/୪: ଟିଭି ଅଭିନେତ୍ରୀ ରତନ ରାଜପୁତ ଏବେ ନିଜ ଗାଁରେ ଫସିଛନ୍ତି। ରତନଙ୍କ ପାଖରେ ଟିଭି ନାହିଁ କି ବାଥରୁମ୍ ନାହିଁ। ଏପରି ପରିସ୍ଥିତିରେ ଘରେ ରହି ସେ ନିଜକୁ ସୁସ୍ଥ ରଖିବା ପାଇଁ ଉପାୟ କରୁଛନ୍ତି ଏବଂ ଏହା ସହିତ ନିଜ ଫ୍ୟାନ୍ସଙ୍କୁ ନିଜ ଧ୍ୟାନ ରଖିବାକୁ ପରାମର୍ଶ ଦେଉଛନ୍ତି।

ରତନ ପ୍ରତିଦିନ ନିଜ ଭିଡିଓ ସେୟାର କରୁଛନ୍ତି। ଏବେ ଏକ ନୂଆ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଷ୍ଟିମ୍ ନେଉଥିବା ନଜର ଆସିଛନ୍ତି। ​‌ଷ୍ଟିମ୍ ନେବା ସହ ରତନ ଲୋକଙ୍କୁ କହୁଛନ୍ତି ଯେ ଗରମ ଦିନେ ସମସ୍ତଙ୍କୁ ଆଇସ୍କ୍ରିମ୍ ଖାଇବାକୁ ଇଚ୍ଛା ହୋଇଥାଏ କିନ୍ତୁ ଏବେ ନିଜ ଯତ୍ନ ନେବା ଅତ୍ୟନ୍ତ ଜରୁରୀ।

ରତନ ଭିଡିଓ ସେୟାର କରି ଲେଖିଛନ୍ତି,‘ଲକଡାଉନ୍ ଷ୍ଟୋରୀ। ଥଣ୍ଡା ଖାଇବା,ଡ୍ରିଙ୍କସ୍ ଏବଂ ମିଠାଠୁ ଦୂରରେ ରୁହନ୍ତୁ। ଏହା ଦ୍ବାରା ଆପଣଙ୍କୁ ଥଣ୍ଡାକାଶ ହୋଇପାରେ। ଫ୍ଲୁ କିମ୍ବା ଏହାର ଲକ୍ଷଣଠୁ ବର୍ତ୍ତିବା ପାଇଁ ପାଣିରେ ଜୁଆଣି କିମ୍ବା ପୋଦିନା ପକାଇ ଦିନରେ ଦୁଇ ଥର ଷ୍ଟିମ୍ ନିଅନ୍ତୁ। ପାଣିରେ ଲୁଣ ଏବଂ ହଳଦୀ ମିଶାଇ ଦିନରେ ଦୁଇ ଥର ଗାର୍ଗିଲ କରନ୍ତୁ।’

   Related Posts