Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ରାଷ୍ଟ୍ରପତି ଭବନରେ ପହଁଚିଲା କରୋନା ଭାଇରସ୍ : ଏସିପି ସଂକ୍ରମିତ, କ୍ଵାରେଣ୍ଟିନରେ ପୋଲିସକର୍ମୀ

17/05/2020 at 5:25 PM

ନୂଆଦିଲ୍ଲୀ ୧୭/୦୫ : ଭୟଙ୍କର ମହାମାରୀର ରୂପ ନେଇଥିବା କରୋନା ଭାଇରସ ବର୍ତ୍ତମାନ ରାଷ୍ଟ୍ରପତି ଭବନରେ ପହଞ୍ଚି ସାରିଛି | ରାଷ୍ଟ୍ରପତି ଭବନର ଏସିପି ଫଙ୍କସନ କରଣ ସିଂହ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି | କରଣ ସିଂହଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | କରଣ ସିଂହ ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟରେ କାର୍ଯ୍ୟରତ | କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନ ଭିତରେ ରହିଛି | କରଣ ସିଂହ ରାଷ୍ଟ୍ରପତି ଭବନରେ ଏସିପି ଫଙ୍କସନ ଅଛନ୍ତି | ରାଷ୍ଟ୍ରପତି ଭବନରେ ଏସିପି ଫଙ୍କସନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ |

କରଣ ସିଂହ କରୋନା ପଜିଟିଭ ବାହାରିବା ପରେ ରାଷ୍ଟ୍ରପତି ଭବନରେ ନିୟୋଜିତ ଥିବା ଅନେକ ପୋଲିସକର୍ମୀ ଓ କର୍ମଚାରୀଙ୍କୁ କ୍ଵାରେଣ୍ଟିନ କରାଯାଇଛି | 

   Related Posts