Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସାବଧାନ ! ରାସ୍ତା ଉପରେ ବୁଲୁଛି ଭାଲୁ…

17/09/2021 at 7:56 AM

ନୀଳଗିରି, ୧୭।୦୯ :  ରାସ୍ତାରେ ଯାଉଥିଲେ ସାବଧାନ। ରାସ୍ତାରେ ବୁଲୁଛି ଭାଲୁ ।ଏଭଳି ଦୃଶ୍ୟ କଏଦ ହୋଇଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଡାକବଙ୍ଗଳା ନିକଟରେ।

ଗୁରୁବାର ରାତି ସାଢ଼େ ୮ଟା ସମୟରେ ଏକ ବିରାଟକାୟ ଭାଲୁ ରାସ୍ତା ପାର୍ଶ୍ଵରେ ବୁଲୁଥିବାର ନଜରକୁ ଆସିଥିଲା। ଆଲୁଅ ଥିବାରୁ ଏହା ସ୍ପଷ୍ଟ ଭାବେ ଦେଖାଯାଉଥିଲା । ଅନେକ ସମୟ ଧରି ସେ ରାସ୍ତାରେ ବୁଲୁଥିଲା । କିଛି ସ୍ଥାନୀୟ ଯୁବକ ଭାଲୁର ଫଟୋ ଉଠାଇଥିଲେ । କିଛି ସମୟ ପରେ ଏହା ବିଲ ଭିତରକୁ ପଳାଇଥିଲା ।

ସେହିରାସ୍ତା ଦେଇ ବାଇକ ଆରୋହୀ ଓ ସାଇକେଲ ଆରୋହୀ, ପଥଚାରୀ ମଧ୍ୟ ଯିବାଆସିବା କରୁଥିଲେ ସାବଧାନ ରହିବାକୁ କୁହାଯାଉଛି।ଯେ କୌଣସି ମୁହୂର୍ତ୍ତରେ ଭାଲୁଟି ରାସ୍ତା ଉପରକୁ ଆସିଗଲେ ହୁଏତ କାହାରି ସହ ଧକ୍କା ହେବାର ସମ୍ଭାବନା ରହିଛି।

   Related Posts