ରବିବାର ରାଶିଫଳ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | June 13, 2020 IST


ମେଷ – ସତ୍‌ସଙ୍ଗୀ ଓ ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । କର୍ମ ଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।
ଚାଷୀ- ଚାଷ କର୍ମ ଆଗରୁ ଜଳବାୟୁ ପ୍ରତି ସଜାଗ ରୁହନ୍ତୁ ।
ରୋଗୀ- ଏହି ଜୁନ୍ ମାସ ଗୁରୁତ୍ୱ ପୂର୍ଣ୍ଣ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଲାଭବାନ୍ ହେବ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

ବୃଷ – କାର୍ଯ୍ୟରେ ସଫଳତା ପାଇବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ପରିବାର ପ୍ରତି ସ୍ନେହ ଭାବ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।
ଚାଷୀ- ସଠିକ୍ ବିହନ ପଞ୍ଚାୟତରୁ ଆଣନ୍ତୁ । ରୋଗୀ- ସୁସ୍ଥ ଅନୁଭବ କରିବେ । ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ସଫଳତା ପାଇବେ । ବ୍ୟବସାୟୀ- ଅର୍ଥ ଲାଭ ହେବ । ଗୃହିଣୀ- ଖୁସି ଭରା ଦିନ ରହିବ ।

ମିଥୁନ - ଭାଗ୍ୟଶାଳୀ ହେବେ । ବିଳାସୀ ହୋଇପାରନ୍ତି । ସୁଖ-ସମୃଦ୍ଧିୂର୍ଣ୍ଣ ଜୀବନଯାନ କରିବେ । ଧର୍ମାତ୍ମା,୍ରବାସ୍ରିୟ, ବିଦ୍ୱାନ୍‌, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।
ଚାଷୀ- ଗୋବର ଖତର ବ୍ୟବହାର କରନ୍ତୁ ।
ରୋଗୀ- ସୁସ୍ଥ ହେବେ ।
ଛାତ୍ରଛାତ୍ରୀ- ଅନ୍‌-ଲାଇନ୍ ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ଅର୍ଥ ପ୍ରାପ୍ତି ହେବ ।
ବ୍ୟବସାୟୀ- ସୁଯୋଗ ପ୍ରାପ୍ତ ହେବ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ – ମନ ୍ରଫୁଲ୍ଲ ରହିବ । କୌଣସି ଏକ ନିର୍ଦ୍ଦିଷ୍ଟ କାରଣରୁ ପ୍ରତିହିଂସାପରାୟଣ ହୋପଇାରନ୍ତି । ସ୍ୱାଭିମାନୀ ହେବେ । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ଚାଷୀ- ଜଳବାୟୁ ପ୍ରତି ସଜାଗ ରୁହନ୍ତୁ ।
ରୋଗୀ- ସାମାନ୍ୟ ଅସୁସ୍ଥ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଶତ୍ରୁ ପ୍ରତି ସଜାଗ ରୁହନ୍ତୁ ।
ଗୃହିଣୀ- ସୁଖ-ଆନନ୍ଦ ଅନୁଭବ କରିବେ ।

ସିଂହ – ଇଚ୍ଛା ୂରଣ ହୋଇାରେ । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ର୍ଧ୍ୟୈବାନ୍ ହେବେ । ର୍କ୍ୟାରେ ସଫଳତା ପାଇ ଗର୍ବ ଅନୁଭବ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷୀତ ହେବ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବୁଦ୍ଧିବାନ୍ ହେବେ ।
କର୍ମଜୀବି- ଉତ୍ତମ କାର୍ଯ୍ୟ କରି ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତା ପାଇବେ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

କନ୍ୟା – ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସାମାନ୍ୟ ଚକ୍ଷୁୀଡା ଅନୁଭବ କରିାରନ୍ତି । ଚାକିରିକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ଚାଷୀ- କୃଷି କାର୍ଯ୍ୟାଳୟରୁ ଉତ୍ତମ ବିହନ ଆଣନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାନ୍ତୁ ।
ଛାତ୍ରଛାତ୍ରୀ- ବୁଦ୍ଧିମାନ୍ ହେବେ ।
କର୍ମଜୀବି- ପ୍ରଶଂସାର ପାତ୍ର ହେବେ ।
ବ୍ୟବସାୟୀ- ଲାଭ କୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ତୁଳା – ସାମାଜିକ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ।ଇବ । କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇାରନ୍ତି । ହଠାତ୍ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।
ଚାଷୀ- କୌଣସି ସମସ୍ୟା ଥିଲେ, ରାଜ୍ୟର ହେଲ୍ପ ଲାଇନ୍ ନମ୍ବରରେ ୋଗା ୋଗ କରନ୍ତୁ ।
ରୋଗୀ- ସାମାନ୍ୟ ଅସୁସ୍ଥ ହେଲେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ପାଠପଢା ପାଇଁ ମନ ବଳାଇବେ ।
କର୍ମଜୀବି- କାର୍ଯ୍ୟରେ ସମ୍ମାନିତ ହେବେ ।
ବ୍ୟବସାୟୀ- କାର୍ଯ୍ୟ ବ୍ୟସ୍ତ ରହିବେ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବିଛା – ଉଦାର ସ୍ୱଭାବର ହୋଇପାରନ୍ତି । ଦାନ ଧର୍ମରେ ଦୀକ୍ଷିତ ଏବଂ ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । କୃଷିକ ର୍ମ ଉପରେ ଧ୍ୟାନ ଦେବେ । ବୁଦ୍ଦିମାନ୍ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଚାଷୀ- ଉଚିତ୍ ପରାମର୍ଶ ନେଇ, କାର୍ଯ୍ୟ ଆରମ୍ଭ କରନ୍ତୁ ।
ରୋଗୀ- ଦେହ ଅସୁସ୍ଥ ହୋଇପାରେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ନାହିଁ ।
କର୍ମଜୀବି- ବ୍ୟସ୍ତତାରେ ରହିବେ ।
ବ୍ୟବସାୟୀ- ଅର୍ଥ ହାନୀ ହୋଇପାରେ ।
ଗୃହିଣୀ- ସୁଖରେ ଦିନଟି କଟିବ ।

ଧନୁ – ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିାରନ୍ତି । ମନ ପ୍ରସନ୍ନ ରହିବ । ଧର୍ମଭାବାନ୍ନ , ମଧୁରଭାଷୀ, ମେଳାପୀ ଓ ସାହସୀ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।
ଚାଷୀ- କୀଟ ପ୍ରତି ସଜାଗ ରୁହନ୍ତୁ ।
ରୋଗୀ- ସୁସ୍ଥ ହେବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବିି- ଅର୍ଥ ହାନୀ ହୋଇପାରେ ।
ବ୍ୟବସାୟୀ- ସୁଯୋଗ ମିଳିବ ।
ଗୃହିଣୀ- ଆଜିର ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ମକର – ଭାଗ୍ୟଶାଳୀ ହେବେ । ବ୍ୟକ୍ତିତ୍ୱକୁ ଅଧିକ ବିକଶୀତ କରିାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତ୍ରିିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଡାକ୍ତରୀ ପରୀକ୍ଷାରେ ହିଁ ମେଡିସିନ୍ ଖାଆନ୍ତୁ ।
ଛାତ୍ରଛାତ୍ରୀ – କ୍ରୀଡା ପ୍ରେମୀ ହେବେ ।
କର୍ମଜୀବି- ବ୍ୟସ୍ତତା ଭିତରେ ରହିବେ ।
ବ୍ୟବସାୟୀ- ସହୋଗ ହାତଛଡା ହୋଇିବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଭଲ ।

କୁମ୍ଭ - ଶ୍ରମ ସାର୍ଥକ ହେବ । ଐଶ୍ୱର୍୍ୟୁକ୍ତ ହୋଇପାରନ୍ତି । ପାରଙ୍ଗମ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ଚାଷୀ- ଞ୍ଚାୟତରୁ ଉତ୍ତମ ବିହନ ଆଣିାରିବେ ।
ରୋଗୀ- ସାମାନ୍ୟ ସୁସ୍ଥ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ସେନାବାହିନୀରେ ଯୋଗ ଦେଇ ପାରନ୍ତି ।
କର୍ମଜୀବି- ଐଶ୍ୱର୍୍ୟୁକ୍ତ ହେବେ ।
ବ୍ୟବସାୟୀ- ସଫଳତା ପାଇବେ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

ମୀନ - ଘାତଚନ୍ଦ୍ର ଭୋଗ ହେତୁ ଈଶ୍ୱରଙ୍କ ୍ରାର୍ଥନା ଓ କର୍ମଚଞ୍ଚଳ ରହିବେ । ଏକାନ୍ତ ପ୍ରିୟ ହୋଇାରନ୍ତି । ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ମଧୁରଭାଷା ପ୍ରୟୋଗ କରି ପରକୁ ଆପଣାର କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ଞ୍ଜ ।
ଚାଷୀ- ସଠିକ୍ ସମୟରେ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ- ସାମାନ୍ୟ ଅବହେଳା, ଅସୁବିଧାରେ ପକାଇ ପାରେ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ମଧୁରଭାଷୀ ପାଇଁ , ସଫଳତା ପାଇବେ ।
ଗୃହିଣୀ- ପିଲାମାନଙ୍କ ପାଇଁ ଚିନ୍ତିତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.