ଦେଶକୁ ମଦ ମୁକ୍ତ କରିବା ପାଇଁ ଦିଲ୍ଲୀର ଜନ୍ତରମନ୍ତରଠାରେ ଦିନିକିଆ ସତ୍ୟଗ୍ରହ ଆନ୍ଦୋଳନ
30/01/2019 at 4:26 PM

ନୂଆଦିଲ୍ଲୀ ୩୦|୧: ଦେଶକୁ ମଦ ମୁକ୍ତ କରିବା ପାଇଁ ରାଷ୍ଟ୍ରୀୟ ଶରାବ ବନ୍ଦ ମୋର୍ଚ୍ଚା ତରଫରୁ ଦିଲ୍ଲୀର ଜନ୍ତରମନ୍ତରଠାରେ ଦିନିକିଆ ସତ୍ୟଗ୍ରହ ଆନ୍ଦୋଳନ କରାଯାଇଛି। ଦେଶକୁ ମଦମୁକ୍ତ କରିବା ପାଇଁ ଏହି ଆନ୍ଦୋଳନରେ ଓଡିଶାରୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ୧୫ ଜଣ କାର୍ଯ୍ୟରତ କର୍ମୀ ସାମିଲ ହୋଇଛନ୍ତି। ଦେଶର ୧୧ଟି ରାଜ୍ୟର ୪୦୦ ଜଣ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି। ଦେଶରେ ମଦମୁକ୍ତ ଆଇନ ଲାଗୁ କରିବା ସହ ୭ ଦଫା ଦାବି ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ପ୍ରତିନିଧି ମଣ୍ଡଳ।
Related Posts
କୋଭିଡ ଟିକା ଯୋଗାଣ ଲାଗି ଏଯାଏଁ ପାକିସ୍ତାନରୁ ମିଳିନି ଅନୁରୋଧ: MEA
22 January 2021