Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

୩୬ ଘଣ୍ଟା ପରେ ମିଳିଲା ରଶ୍ମିତାଙ୍କ ମୃତଦେହ, ଦୀପାବଳି ସନ୍ଧ୍ୟାରୁ ଥିଲେ ନିଖୋଜ

6/11/2021 at 8:23 AM

ବାଲିପାଟଣା,୦୬/୧୧:  ବାଲିପାଟଣା ଥାନା ମୁଣ୍ଡହଣାପାଟଣା ଗ୍ରାମରୁ ଶିଶୁକନ୍ୟା ନିଖୋଜ ଘଟଣା । ଶନିବାର ନିଖୋଜ ଶିଶୁକନ୍ୟାର ମୃତ ଦେହ ଠାବ ହୋଇଛି  ।

ସୂଚନାନୁସାରେ, ଶନିବାର ମାର୍ଥାପୁର ମଲ୍ଲିକ ସାହି ଠାରେ ନିମାପଡ଼ା ବ୍ରାଞ୍ଚ କେନାଲରେ ମୃତଦେହ ଉଦ୍ଧାର ହୋଇଛି । ଗ୍ରାମର କିଛି  ଲୋକ ସକାଳେ କେନାଲରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ମୃତଦେହଟି ନିଖୋଜ ରଶ୍ମିତାଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି  ।

ସୂଚନାଯୋଗ୍ୟ, ଦୀପାବଳି ସନ୍ଧ୍ୟାରୁ ଅଜୟ ମୁଦୁଲିଙ୍କ କନ୍ୟା ରଶ୍ମିତା ନିଖୋଜ ଥିଲେ । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ପାୱାର ବୋଟ ସାହାଯ୍ୟରେ କେନାଲରେ ଖୋଜା ଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନଥିଲେ । ତେବେ ଦୀର୍ଘ  ୩୬ ଘଣ୍ଟା ପରେ ମୃତଦେହ ଉଦ୍ଧାର ହୋଇଛି ।

   Related Posts