Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡିଶା କ୍ରିକେଟ୍ ଦଳର କେ।ଚ୍ ଭାବେ ନିଯୁକ୍ତି ହେଲେ ରଶ୍ମିରଞ୍ଜନ ପରିଡା

25/08/2018 at 3:45 AM

ରଶ୍ମିରଞ୍ଜନ ପରିଡାଙ୍କୁ ଓଡିଶା କ୍ରିକେଟ୍ ଦଳର କେ।ଚ୍ ନିଯୁକ୍ତି । ୨୦୧୮-୧୯ ରଣଜୀ ସିଜିନ୍ ପାଇଁ ସେ କେ।ଚ୍ ହେ।ଇଛନ୍ତି । ୧୯୯୪ରୁ ୨୦୦୮ ପର୍ଯ୍ୟନ୍ତ ଓଡିଶା ପକ୍ଷରୁ ଘରେ।ଇ କ୍ରିକେଟ୍ ଖେଳିଥିଲେ ରଶ୍ମୀ । ଏହା ପରେ ୨୦୦୮ରୁ ୨୦୦୯ ଯାଏ ଆସାମ, ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ରାଜସ୍ଥାନ, ୧୩ରୁ ୧୪ଯାଏ ବିଦର୍ଭ ଓ ୨୦୧୫ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ପାଇଁ ଖେଳିଥିଲେ । ୨୦୦୧ରେ ରଶ୍ମୀଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ରଶ୍ମୀରଞ୍ଜନ ଦେବାଶିଷ ମହାନ୍ତିଙ୍କ ସ୍ଥାନ ନେଇଛନ୍ତି । ପୂର୍ବରୁ ଦେବାଶିଷ ଓଡିଶା କ୍ରିକେଟ୍ ଦଳର କେ।ଚ୍ ଥିଲେ । ଦେବାଶିଷ ଜାତୀୟ କନିଷ୍ଠ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇବା ପରେ ଓଡିଶା ଟିମ୍ ର କେ।ଚ୍ ପଦବୀ ଖାଲି ଥିଲା । ପୂର୍ବତନ ରଣଜୀ କ୍ରିକେଟର କୂଳମଣି ପରିଡା ଚୟନ କର୍ତ୍ତା କମିଟି ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।

   Related Posts