ମଙ୍ଗଳବାରର ରାଶିଫଳ

Published By : Prameya-News7 Bureau | September 23, 2019 IST

ମେଷ– ଅନ୍ୟ ଉପରେ ନିର୍ଭରଶୀଳହୋଇପାରନ୍ତି।ଉଚ୍ଚଆଶା ଫଳବତୀହୋଇପାରେ।ସୁଖୀ ଓ ଆନନ୍ଦ ଉଲ୍ଲାସରେ ଦିନ ବିତାଇବେ। ପିଲାମାନେ ସକଳଗୁଣର ଆଧାରହେବେ।ବିବାଦରେବିଜୟୀହେବେ।ଶୁଭରଙ୍ଗଲାଲ୍।ଶୁଭ ଅଙ୍କ ୪।
ବୃଷ–ଠାକୁରଙ୍କ ଦର୍ଶନ ଲାଭକରିଶାନ୍ତି ପାଇବେ।ଯେକୌଣସିସୂତ୍ରରୁ ଧନ ମିଳିବ।ଶାସ୍ତ୍ରାଭ୍ୟାସୀ ଓ ଉପଯୁକ୍ତମନ୍ତ୍ରଣାଦାତାହେବେ।ବିନୀତସ୍ୱଭାବରହୋଇପାରନ୍ତି।ସ୍ତ୍ରୀ ଧନ ହେତୁସୁଖଭୋଗକରିବେ।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୧।
ମିଥୁନ - ଘରକୁବିଳାସ ଦ୍ରବ୍ୟ ଆଣି ପାରନ୍ତି।ସୁଖୀ ଓ ସମ୍ମାନୀତ ହେବେ।ବିଭିନ୍ନସ୍ତରରୁସାହାର୍ଯ୍ୟ ପ୍ରାପ୍ତ ହୋଇପାରେ। ଦୀର୍ଘ ଦିନର ଆଶାପୂରଣହେବ। ପାରିବାରିକସୁଖ ଅବ୍ୟାହତରହିବ।ଶୁଭରଙ୍ଗସବୁଜ।ଶୁଭ ଅଙ୍କ ୭।
କର୍କଟ–ପେଟରେବ୍ୟଥା ଅନୁଭବକରିପାରନ୍ତି।କାର୍ଯ୍ୟକ୍ଷେତ୍ରକଷ୍ଟସାଧ୍ୟ ହୋଇପାରେ। ଆୟବୃଦ୍ଧିରସୂଚନାମିଳୁଥିବାବେଳେବ୍ୟୟବୃଦ୍ଧିକୁରୋକିହେବ ନାହିଁ। ଆକସ୍ମିକଭାବେଲାଭବାନ୍ହେବେ।ଶୁଭରଙ୍ଗଗୋଲଡେନ୍।ଶୁଭ ଅଙ୍କ ୩।
ସିଂହ –ମାଲିମୋକଦ୍ଦମାରେଜିତାପଟ୍ନେବେ। ପ୍ରାୟ ପ୍ରତ୍ୟେକକାର୍ଯ୍ୟରେସଫଳତାମିଳିବ।ଚଞ୍ଚଳଚେଷ୍ଟିତ ଓ ସାରକାରଙ୍କକୃପାପାତ୍ରହେବେ।ସାଧନାରେସିଦ୍ଧିପ୍ରାପ୍ତ କରିବେ।ବସ୍ତ୍ର-ଭୂଷଣହୋଇପାରେ।ଶୁଭରଙ୍ଗମେରୁନ୍।ଶୁଭ ଅଙ୍କ ୫।
କନ୍ୟା –ଅର୍ଥାଗମ ଓ ଗୃହ ପରିବେଶ ପ୍ରଦୂଷଣମୁକ୍ତହେବ।ଘାତଚନ୍ଦ୍ରଭୋଗହେଉଥିବାରୁସତର୍କରେଚଳିବାକୁ ପଡିବ।ବିଭାଗୀୟ ଅର୍ଥ ପାଇବାରସୂଚନାମିଳୁଛି।କୀର୍ତ୍ତିମାନ୍ ଓ ବହୁ ଧନର ଅଧିକାରୀହେବେ।ଶୁଭରଙ୍ଗମେଟାଲିକ୍।ଶୁଭ ଅଙ୍କ ୯।
ତୁଳା–ସତର୍କତା ଆପଣଙ୍କ ପାଇଁଉପାଦେୟ ହେବ।ସେବାକ୍ଷେତ୍ରରେ ଅବତୀର୍ଣ୍ଣହୋଇପାରନ୍ତି। ପୂଜା ପାଇଁତତ୍ପରତା ପ୍ରକାଶକରିବେ।ଉପୁଜିଥିବାସମସ୍ୟା ଦୂରହୋଇପାରେ। ପ୍ରତିଦ୍ୱନ୍ଦ୍ୱିତାରେସଫଳହେବେ।ଶୁଭରଙ୍ଗକଳା।ଶୁଭ ଅଙ୍କ ୪।
ବିଛା– ନୂତନ ନିଯୁକ୍ତିରସୁଯୋଗ ଅଛି।ସାମାନ୍ୟ ଅସୁସ୍ଥତା ଦେଖା ଦେଇ ପାରେ।ସ୍ୱାଭିମାନିହେବେ।ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ରଏକତ୍ରଭୋଗହେଉଥିବାରୁସତର୍କତାରସହଚଳିବାକୁ ପଡିବ।ଶାସ୍ତ୍ରପଡୁହୋଇପାରନ୍ତି।ଶୁଭରଙ୍ଗକଫି।ଶୁଭ ଅଙ୍କ ୭।
ଧନୁ – ଆତ୍ମବିଶ୍ୱାସବଢାଇ ପାରନ୍ତି।ବନ୍ଧୁମିଳନ ଆପଣଙ୍କ ପାଇଁକଲ୍ୟାଣମୂଳକହେବ।ସୁସ୍ଥ ଓ ନିରାମୟଜୀବନଯାପନ କରିବେ। ଆର୍ଥିକସ୍ଥିତିରେଉନ୍ନତିଘଟିବ।କର୍ମକ୍ଷେତ୍ରରେସଫଳତାମିଳିବ।ଶୁଭରଙ୍ଗକ୍ରୀମ୍।ଶୁଭ ଅଙ୍କ ୧।
ମକର–ଯେତେସାବଧାନ୍ରହିଲେ ମଧ୍ୟ ଆପଣଙ୍କଗୋପନ ତଥ୍ୟ ପ୍ରକାଶ ପାଇ ଯାଇପାରେ।ହର୍ଷ-ଉଲ୍ଲାସମଧ୍ୟରେସମୟବିତାଇପାରନ୍ତି।ସର୍ବତ୍ରଶୁଭ ଆଶାକରାଯାଏ।ବିନୀତସ୍ୱଭାବରହେବେ।ଶୁଭରଙ୍ଗଲାଲ୍ । ଶୁଭ ଅଙ୍କ ୮।
କୁମ୍ଭ -ଅଧିକ ଦାୟିତ୍ୱବହନ କରିପାରନ୍ତି। ଦିନଟିସମସ୍ୟାବହୁଳହେଲେବିତା’ ଆଶୁସମାଧାନ କରିବାରେସକ୍ଷମ ଓ ଚଞ୍ଚଳ ପ୍ରକୃତିରହେବେ।କାର୍ଯ୍ୟରସଫଳରୂପାୟନ କରି ପ୍ରଶଂସିତହେବେ।ଶୁଭରଙ୍ଗଗାଢ ନୀଳ । ଶୁଭ ଅଙ୍କ ୭।
ମୀନ - ଚିନ୍ତା ଦୂରେଇ ଯିବ।ଚିନ୍ତାଧାରାଉନ୍ନତମାନରହେବ। ପିଲାମାନେ ବିଳାସୀହୋଇପାରନ୍ତି।କୃଷିକାର୍ଯ୍ୟରେ ମନ ଦେବେ। ଧର୍ମ-ଧାରଣାରେଉତ୍ସର୍ଗୀକୃତମନୋଭାବ ପ୍ରକାଶ ପାଇବ। ନିନ୍ଦୁକମାନଙ୍କମୁଖ ବନ୍ଦ କରିବେ।ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୪।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.