ଆସନ୍ତାକାଲି ଦଶହରାରେ ଏମିତି ରହିବ ଆପଣଙ୍କ ରାଶି ଚକ୍ର- ଜାଣନ୍ତୁ ଶୁଭାଶୁଭ ଫଳ

Published By : Prameya-News7 Bureau | October 07, 2019 IST

ମେଷ – ଦୂର ଭ୍ରମଣ କରିବେ। ବ୍ୟବସାୟରେ ସଫଳତା । କର୍ମ କ୍ଷେତ୍ରରେ ଉନ୍ନତି। ପାରିବାରିକ ସୌଖ୍ୟ ଲାଭ। ସାହିତ୍ୟ କଳା ସଂସ୍କୃତି କ୍ଷେତ୍ରରେ ଉନ୍ନତି। ମହିଳାମାନେ ଘର କାମରେ ସଫଳତା ପାଇବେ। ଶୁଭ ରଙ୍ଗ ପିଙ୍କ୍। ଶୁଭ ଅଙ୍କ ୭।
ବୃଷ – ଉଦଯୋଗ ସିଦ୍ଧି ହେବ। ଆନ୍ତର୍ଜାତିକ ସ୍ତରରେ ଉନ୍ନତ ଓ ଉଚ୍ଚ ସ୍ତରୀୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବହୁ ଦିନରୁ ଥିବା କାର୍ଯ୍ୟ ସିଦ୍ଧି ହୋଇପାରେ। ବିବାଦରେ ଜିତାପଟ ନେବେ। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୪।
ମିଥୁନ - କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ବ୍ୟବସାୟରେ ଉନ୍ନତି ଓ କଳା କୃତୀ ଲାଗି ଉଚ୍ଚ ପ୍ରଶଂସିତ ହେବେ। ଜ୍ଞାନ ଗବେଷଣାରେ ଉନ୍ନତି ହେବ। ଦିନଟି ଆପଣଙ୍କ ପାଇଁ ଖରାପ ରହିବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୧।
କର୍କଟ – ଉଚ୍ଚ ଆଶା ଉଚ୍ଚ ଆକାଂକ୍ଷା ପୂରଣ ହେବ। ବ୍ୟବସାୟରେ ଲାଭବାନ୍ ହେବେ। ପାରିବାରିକ ସୌଖ୍ୟ ଲାଭ ହୋଇପାରେ। ବିବାଦରେ ହାନୀ ହେବ। ମହିଳାମାନେ ଚାକିରୀ କ୍ଷେତ୍ରରେ ଉଚ୍ଚ ପଦବୀ ପାଇବେ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୫।
ସିଂହ – ନୂତନ କାର୍ଯ୍ୟ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ପ୍ରଶାସନିକ କ୍ଷେତ୍ରରେ ଉନ୍ନତି ହେବ। ବିବାଦରେ ଜିତାପଟ ନେବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ବହୁ ଦିନରୁ ଥିବା ଆଶା ପୂରଣ ହେବ। ଶୁଭ ରଙ୍ଗ ପିଙ୍କ୍। ଶୁଭ ଅଙ୍କ ୯।
କନ୍ୟା – କର୍ମ କ୍ଷେତ୍ରରେ ସମ୍ମାନିତ ହେବେ। ବ୍ୟବସାୟରେ ଉନ୍ନତି ହେବ। ଉଚ୍ଚ ହାକିମଙ୍କ ସହ ମିଶିବେ। ବହୁ ଦିନରୁ ଥିବା ବିବାଦ ବଢିଯିବ। ମହିଳାମାନେ ଘରକାମରେ ଅଗ୍ରଗତି କରିବେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୩।
ତୁଳା – ବାସ୍ତବବାଦୀ ହେବେ। ବ୍ୟବସାୟରେ ଉନ୍ନତି ହେବ। ଗବେଷଣା ଦିଗରେ ମନ ବଳାଇବେ। ବହୁ ଦିନରୁ ଚାଲିଥିବା ଚେଷ୍ଟାରେ ଅଗ୍ରଗତି କରିବେ। ପାରିବାରିକ କ୍ଷେତ୍ରରେ ଉନ୍ନତି କରିବେ। ଶୁଭ ରଙ୍ଗ ଆକାଶୀ। ଶୁଭ ଅଙ୍କ ୪।
ବିଛା – ଆର୍ଥିକ ସ୍ଥିତି ବଳବାନ ହେବ। କର୍ମକ୍ଷେତ୍ରରେ ଉନ୍ନତି କରିବେ କିନ୍ତୁ ବହୁ ପରିଶ୍ରମ କରିବାକୁ ପଡିବ। ଅଜଚ୍ଚା ସୂତ୍ରରୁ ଧନ ମିଳିବ। ପ୍ରତି ଦ୍ୱନ୍ଦୀତାରେ ବିଜୟୀ ହେବେ। ଗୃହ ନିର୍ମାଣ ପାଇଁ ମନ ବଳାଇବେ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮।
ଧନୁ – କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ଉନ୍ନତି ଧରଣର କାମ ମିଳିବ। ଖର୍ଚ୍ଚଭାର ବଢି ଯିବ। ନୂତନ ଯୋଜନା କାର୍ଯ୍ୟକାରୀ ହେବ। ଦୈବୀ ଆଶୀର୍ବାଦ ମିଳିବ। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୬।
ମକର – ପିଲାମାନଙ୍କର ଉନ୍ନତି ହେବ। ବିଳାସ ବ୍ୟସନ ଉପକରଣ ଓ ଯାନ୍ତ୍ରିକ ପଦାର୍ଥରୁ ଲାଭବାନ୍ ହେବେ। ଆଇନ ଅଦାଲତରେ ସଫଳତା ପାଇବେ। ଶୁଭ କାର୍ଯ୍ୟରେ ଯୋଗ ଦେବେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୧।
କୁମ୍ଭ - କର୍ମ କ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ବଳବାନ ହେବ। ଶୁଭ କାର୍ଯ୍ୟରେ ଯୋଗ ଦେବେ। ବିବାହ ମାଙ୍ଗଳିକ କାର୍ଯ୍ୟ କରିବେ। ଅଜଚ୍ଚା ଲୋକର ସାହାର୍ଯ୍ୟ ମିଳିବ। ଶୁଭ ରଙ୍ଗ କଳା। ଶୁଭ ଅଙ୍କ ୭।
ମୀନ - ଧନ ଯଶ ଲାଭ ହେବ। ବ୍ୟବସାୟରେ ଉନ୍ନ୍ତି ହେବ। ଆଶା କରୁଥିବା ଧନ ମିଳିବ ନାହିଁ। ଆର୍ଥିକ ସ୍ଥିତି ବେହାଲ ହେବ। ଦେବାଦେବୀ ପୂଜାରେ ଖୁସି ହେବେ। ମହିାଳାମାନେ ଗୃହକାର୍ଯ୍ୟକୁ ନେଇ ଦୁଃଖୀ ରହିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୨।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.