ଜାଣନ୍ତୁ ଆଜିର ରାଶିଫଳ

Published By : Prameya-News7 Bureau | January 13, 2020 IST

wp:heading {"level":1}

/wp:heading

ମେଷ – କର୍ମ କ୍ଷେତ୍ରରେ ଭ୍ରମଣ ଯୋଗର ସୂତ୍ରପାତ ହେବ । ନିର୍ଦ୍ଦିଷ୍ଟ ଦିଗରୁ ଧନଲାଭ ହେବ । ବ୍ୟବସାୟରେ ଉନ୍ନତି ହେବ ନାହିଁ । ମାନସିକ ସୌଖ୍ୟ ଲାଭ ହେବ । ବିବାଦ ଘେରରେ ସର୍ବାଙ୍ଗୀନ ଉନ୍ନତି ଲାଗି ଚେଷ୍ଟା କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ବୃଷ – ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ବିବାଦରେ ଜିତାପଟ ନେବେ । ନୂତନ ଦ୍ରବ୍ୟ ଲାଭ ହେବ । ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୬ ।

ମିଥୁନ – ପାରିବାରିକ ସମ୍ପର୍କ ମଧୁର ହେବ । ବିବାଦରେ ଜିତାପଟ ହେବ ନାହିଁ । ନୂତନ ଦ୍ରବ୍ୟ ଲାଭ ହୋଇପାରେ । ଚେଷ୍ଟା କରୁଥିବା ଦିଗରୁ ଯାନ ଲାଭ ହେବ । ମହିଳାମାନଙ୍କ ହାତକୁ ନୂଆ ସୁଯୋଗ ଆସିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

କର୍କଟ – ଉନ୍ନତ ଧରଣର କାର୍ଯ୍ୟ ହାତକୁ ଆସିବ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ଆର୍ଥିକ ସ୍ଥିତି ବଳବାନ ହେବ । ଚାକିରୀ କ୍ଷେତ୍ରରେ ଉନ୍ନତି ପାଇଁ ବହୁ ପରିଶ୍ରମ କରିବାକୁ ପଡିବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୧ ।

ସିଂହ – ଉଦ୍‌ଯୋଗ ସିଦ୍ଧି ଓ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ଉନ୍ନତ ଧରଣର କାମ ହାତକୁ ଆସିବ । ପରିବହନ ପ୍ରକାଶନ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହୋଇପାରେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୭ ।

କନ୍ୟା – ଉନ୍ନତମାନର ଦ୍ରବ୍ୟ କିଣିବେ । ବ୍ୟବସାୟରେ ଉନ୍ନତି ଓ କଳା କ୍ଷେତ୍ରରେ ଉନ୍ନତି ହେବ । ପାରିବାରିକ କ୍ଷେତ୍ରରେ ଉନ୍ନତି ହୋଇପାରେ । ମହିଳାମାନେ ବାହାର କାମରେ ସ୍ୱାମୀଙ୍କ ସାହାର୍ଯ୍ୟ କରିବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୫ ।

ତୁଳା – ଲେଖା ପଢାରେ ମନ ଦେବେ । ବ୍ୟବସାୟରେ ଉନ୍ନତି ଏବଂ ଆର୍ଥିକ ସ୍ଥିତି ବଳବାନ୍‌ ହେବ । ବିବାହିତ ଶୁଭ କାର୍ଯ୍ୟ କରିବେ । ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
ବିଛା – ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ବିବାଦରେ ଜିତାପଟ ନେବେ । ସୌଖୀନ ଦ୍ରବ୍ୟ ଲାଭ ହେବ । ମହିଳାମାନେ ପିଲାମାନଙ୍କ ପାଇଁ ବହୁ ପରିଶ୍ରମ କରିବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୮ ।

ଧନୁ – ଆର୍ôଥକ କ୍ଷେତ୍ରରେ ଉନ୍ନତି କରିବେ । ବିଶେଷ ମାତ୍ରାରେ ସଫଳତା ପାଇବେ । ଧାର୍ମିକ କ୍ଷେତ୍ରରେ ଉନ୍ନତି ହୋଇପାରେ । କିଛି ନୂଆ ଲୋକଙ୍କ ସହିତ ମିଶିବେ । ପାରିବାରିକ ଉନ୍ନତି ହେବ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୬ ।

ମକର – କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ବହୁ ପରିଶ୍ରମ କରିବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହୋଇପାରେ । ଦେହ ସୁସ୍ଥ ରହିବ । ଚାକିରୀ କ୍ଷେତ୍ରରେ ଉନ୍ନତି ଏବଂ ପରିବହନ ପ୍ରକାଶନ କ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

କୁମ୍ଭ – ସତ ମାର୍ଗରେ ଗତି କରିବେ । ବ୍ୟବସାୟରେ କ୍ଷତି ହୋଇପାରେ । ପାରିପାଶ୍ୱିର୍କ କ୍ଷେତ୍ରରେ ଉନ୍ନତି ହୋଇପାରେ । ପୁରୁଣା ଦିନର ବନ୍ଧୁଙ୍କ ସହ ଭେଟ ହେବ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୬ ।

ମୀନ – ପାରିବାରିକ କ୍ଷେତ୍ରରେ ଉନ୍ନତି ଓ ବାଣିଜ୍ୟ ବ୍ୟବସାୟ ପାଇଁ ଦୂର ଯାତ୍ରା କରିପାରନ୍ତି । ପାରିପାଶ୍ୱିର୍କ କ୍ଷେତ୍ରରେ ଉନ୍ନତି ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଜ୍ଞାନ ଗବେଷଣା କ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.