ଯସପ୍ରୀତ ବୁମରାହଙ୍କ ପ୍ରେମରେ ପାଗଳ ଏହି ସୁନ୍ଦରୀ ଅଭିନେତ୍ରୀ : ନାଁ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ

Published By : Prameya-News7 Bureau | May 02, 2019 IST

ମୁମ୍ବାଇ ୨/୫: ଆଜି ଆମେ ଆପଣଙ୍କୁ ଏପରି ଏକ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯିଏ ଭାରତର ଦ୍ରୃତ ବୋଲର ଯଶପ୍ରୀତ ବୁମରାହଙ୍କ ପ୍ରେମରେ ପାଗଳ ହୋଇଯାଇଛନ୍ତି।

{"id":109903,"width":595,"height":446}

ଭାରତୀୟ ଦ୍ରୃତ ବୋଲରଙ୍କ ବିଷୟରେ କହିବା ଯଦି ଯଶପ୍ରୀତ ବୁମରା ଏହି ତାଲିକାରେ ଏକ ନମ୍ବରରେ ଅଛନ୍ତି। ସେ ତାଙ୍କ ବୋଲିଂ ବଳରେ ବିପକ୍ଷ ଦଳର ବ୍ୟାଟସମ୍ୟାନଙ୍କୁ ଆଉଟ କରି ଦେଇଥାଆନ୍ତି। କ୍ରିକେଟରଙ୍କ ସହ ବଲିଉଡ ଅଭିନେତ୍ରୀଙ୍କ ସମ୍ପର୍କ ଭଲ। କ୍ରିକେଟର ଏବଂ ଅଭିନେତ୍ରୀଙ୍କ ପ୍ରେମ କାହାଣୀ ତ ଆପଣମାନେ ବାସ୍ତବ ଜୀବନରେ ଦେଖିଥିବେ।

{"id":109904,"width":595,"height":406}

ବଲିଉଡ ଅଭିନେତ୍ରୀ ରାଶି ଖାନ୍ନା ଯଶପ୍ରୀତ ବୁମରାହଙ୍କୁ ପ୍ରଶଂସା କରନ୍ତି। ସେ ଯଶପ୍ରୀତ ବୁମରାହଙ୍କ ଜଣେ ବଡ଼ ଫ୍ୟାନ୍।

{"id":109905,"width":595,"height":334}

ରାଶି ଖାନ୍ନାଙ୍କୁ ଏକ ସାକ୍ଷାତକାରରେ ତାଙ୍କ ପ୍ରିୟ କ୍ରି​‌କେଟର ବିଷୟରେ ପଚରାଯିବାରୁ ସେ ଯଶପ୍ରୀତ ବୁମରାହଙ୍କ ନାଁ ନେଇଥି​‌ଲେ। ତାଙ୍କ ବୋଲିଂ ରାଶିଙ୍କୁ ସବୁଠୁ ବେଶୀ ପ୍ରଭାବିତ କରିଥାଏ।

{"id":109906,"width":593,"height":332}

ରାଶି ଖାନ୍ନା ବଲିଉଡରେ ନିଜର ଖାସ୍ ପରିଚୟ ସୃଷ୍ଟି କରିପାରି ନାହାନ୍ତି କିନ୍ତୁ ସାଉଥ ଇଣ୍ଡଷ୍ଟ୍ରିରେ ସେ ତାଙ୍କର ଆକ୍ଟି ବଳରେ ସମସ୍ତଙ୍କୁ ନିଜର ଫ୍ୟାନ୍ କରି ଦେଇଛନ୍ତି। ତାଙ୍କର କୋଟି କୋଟି ଫ୍ୟାନ୍ ଅଛନ୍ତି। ​‌   

{"id":109907,"width":594,"height":371}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.