ରସଗୋଲା ଦିବସ-ଓଡିଶା ରସଗୋଲା ନାଁରେ ତଥ୍ୟ ରଖାଯିବ

Published By : Prameya-News7 Bureau | July 25, 2018 IST

ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗ | ଜିଆଇ ମାନ୍ୟତା ନେଇ ଆବେଦନ କରିଥିଲେ ରାଜ୍ୟ ସରକାର| ୧୪ଟି ବିଷୟରେ ସ୍ପଷ୍ଟୀକରଣ ମାଗିଥିଲେ ଜିଆଇ ଟିମ । ଅଗଷ୍ଟ ୨୧ ସୁଦ୍ଧା ଦାଖଲ ପାଇଁ ସମୟ ନେଇଛନ୍ତି ରାଜ୍ୟ ସରକାର । ପଶ୍ଚିମବଙ୍ଗ ବିରୋଧରେ ଓଡିଶାର ଯୁକ୍ତି ବଳିଷ୍ଠ ପାଇଁ ସବୁ ପ୍ରକାର ତଥ୍ୟ ଯୋଗାଡ କରୁଛନ୍ତି ସରକାର ।ଅଗଷ୍ଟ ପ୍ରଥମ ସପ୍ତାହରେ ସବୁ ତଥ୍ୟ ଏବଂ ପ୍ରମାଣ ଦାଖଲ କରାଯିବ।ଏଥିପାଇଁ ୩ଟି ସଂଶୋଧନ ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.